• ମାଲକାନଗିରିAug 13, 2017

    ମାଲକାନଗିରିରେ ଘୁଷୁରି ଓ କୁକୁର ମଡକ

    ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳାର ବଡିଗାଟରେ ଘୁଷୁରି ଓ  କୁକୁର ମଡକ ଏବେ ଆତଙ୍କ ସୃଷ୍ଟି କରିଛି । ଏବେ ଅନେକ ସ୍ଥାନରେ ଘୁଷୁରି ଓ କୁକୁର ମରି ପଡିଥିବା ଦେଖିବାକୁ ମିଳିଛି । ଗତ ତିନି ଦିନ ମଧ୍ୟରେ ଶତାଧିକ...

  • ମାଲକାନଗିରିAug 12, 2017

    ମାଲକାନଗିରିରେ ରାସ୍ତାକଡରେ ମହିଳାଙ୍କୁ ଦୁଷ୍କର୍ମ:ଅଭିଯୁକ୍ତ ଗିରଫ

    ମାଲକାନଗିରି: ମାଲକାନଗିରି ରେ ଏକ ଅଦ୍ଭୁତ ପ୍ରକାରର ଅପରାଧ ଘଟିଯାଇଛି। ସାପ୍ତାହିକ ହାଟକୁ ଯାଉଥିବା ଜଣେ ଅଦିବାସୀ ମହିଳାଙ୍କୁ ଆଡମା ଉଡୁପା ନମାକ  ଅଭିଯୁକ୍ତ ଦୁଷ୍କର୍ମ କରିଛି। ସେ ଦୁଷ୍କର୍ମ କରୁଥିବା ବେଳେ କିଛି ଲୋକ ଏହାକୁ ଭିଡିଓ ରେକର୍ଡିଂ କରୁଥିଲେ।...

  • ମାଲକାନଗିରିAug 10, 2017

    ତେଲ ଟ୍ୟାଙ୍କରରୁ ୨କୋଟି ଟଙ୍କାର ଚୋରା ଗଞ୍ଜେଇ ଜବତ, ୩ ଗିରଫ

    ମାଲକାନଗିରି: ବେଆଇନ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ଏକ ତେଲ ଟ୍ୟାଙ୍କର ଗାଡିକୁ ପୁଲିସ ଜବତ କରିଛି। ଗାଡି ମଧ୍ୟରୁ ପ୍ରାୟ ୨କୋଟି ଟଙ୍କାର ଗଞ୍ଜେଇ ପୁଲିସ ଜବତ କରିଥିବା ବେଳେ ଘଟଣାସ୍ଥଳରୁ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।    ସୂଚନା ଯୋଗ୍ୟ,...

  • ମାଲକାନଗିରିAug 09, 2017

    ଛତ୍ରଭଙ୍ଗ ଦେଲେ ମାଓବାଦୀ: ବିପୁଳ ମାଓ ସାମଗ୍ରୀ ଜବତ

    ମାଲକାନଗିରି: ମାଲକାନଗିରି ଚିତ୍ରକୋଣ୍ଡାରେ ମାଓବାଦୀମାନଙ୍କର କ୍ୟାମ୍ପ ବିଷୟରେ ସୂଚନା ପାଇ ବିଏସଏଫ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଏହାର ସୂଚନା ପାଇଁ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ବିଏସଫ ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି।  ଚଢଉ କରାଯାଇଥିବା ଅଞ୍ଚଳରୁ ବିପୁଳ...

  • ମାଲକାନଗିରିAug 01, 2017

    ବ୍ଳକ୍ ଉଚ୍ଛେଦକୁ ନେଇ ରାସ୍ତାରୋକ

    ମାଲକାନାଗିରି: ମାଲକାନାଗିରି କୁଡୁମୁଲୁଗୁମା ବ୍ଳକ୍ ସ୍ତାନାନ୍ତରଣ ପ୍ରତିବାଦରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରି ଗଣଧାରଣ ଦେଇଛନ୍ତି। ବ୍ଳକ୍ ପୁର୍ନଗଠନ ଦାବି କରି ଉତ୍ତ୍ୟକ୍ତଲୋକେ ଜୟପୁର ବାଲିମେଳା ରାସ୍ତାରୋକ କରିବା ସହ ବିକ୍ଷୋଭ କରିଛନ୍ତି। ଫଳରେ  ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ...

  • ମାଲକାନଗିରିJul 31, 2017

    ମାଲକାନଗିରିରେ ମାଓବାଦୀ ୩ ଗ୍ରାମବାସୀଙ୍କୁ ଅପହରଣ କରିଥିବା ଅଭିଯୋଗ

    ମାଲକାନଗିରି: ରବିବାର ବିଳମ୍ବିତ ରାତିରେ ମାଲକିନଗିରି ଜିଲା ମାଥିଲି ଥାନା ଦାଣ୍ଡିପଦର ଗ୍ରାମର ୩ ଜଣ ଗ୍ରମାବାସୀଙ୍କୁ ମାଓବାଦୀମାନେ ଡାକି ନେଇଥିବା ପରେ ଛାଡି ନେଇଥିବା ଅଭିଯୋଗ ହୋଇଛି। ଏମାନଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। କେଉଁ କାରଣ ଯୋଗୁଁ ଏମାନଙ୍କୁ...

  • ମାଲକାନଗିରିJul 29, 2017

    ସେବାଶ୍ରମରେ ପିଲାଙ୍କୁ ଲୁଣ ଭାତ ଦେଇ ନିମଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

    ମାଲକାନଗିରି: ସୋରିଷମାଳ ସେବାଶ୍ରମରେ ପିଲାଙ୍କୁ ଭାତ, ଲୁଣ ଦେବା ଘଟଣାରେ  ପ୍ରଧାନ ଶିକ୍ଷକ ଓ ସୁପରିଟେଣ୍ଡେଣ୍ଟଙ୍କୁ ଜିଲାପାଳ ନିଲମ୍ବିତ କରିଛନ୍ତି ।  ସୂଚନାଯୋଗ୍ୟ, ମାଲକନାଗିରି ଜିଲା ସଦର ମହକୁମାଠାରୁ ୧୦ କି.ମି ଦୂରତାରେ ଥିବା ସୋରିଷମାଳ ଆବାସିକ ବିଦ୍ୟାଳୟରେ କିଛି ଦିନ ହେବ...

  • ମାଲକାନଗିରିJul 28, 2017

    ଶହୀଦ ସପ୍ତାହ ଆରମ୍ଭ ; କମ୍ବିଂ ଅପରେସନ୍‌ ଜୋରଦାର

    ଭୁବନେଶ୍ୱର: ଶୁକ୍ରବାର ଠାରୁ ଅଗଷ୍ଟ ତିନି ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳୁଛନ୍ତି  । ଲାଲବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଯାଇ ବନ୍ଦକୁ ସମର୍ଥନ କରିବା ପାଇଁ କୁହାଯାଇଛି  । ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ଗୁଳିରେ...

  • ମାଲକାନଗିରିJul 26, 2017

    ଭୁଶୁଡ଼ିଲା ଗୁରୁପ୍ରିୟା ସେତୁ ଗାର୍ଡ଼ର

    ମାଲକାନଗିରି,୨୫ା୭(ସ.ପ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଜାନବାଇଠାରେ ନିର୍ମାଣାଧୀନ ଗୁରୁପ୍ରିୟା ସେତୁର ୧୧ ଓ ୧୨ନମ୍ବର ସ୍ପାନ୍‌ର ତିନିଟି ଗାର୍ଡର ଭୁଶୁଡି ପଡିଛି । ଫଳରେ ଏହି ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।...

  • ମାଲକାନଗିରିJul 18, 2017

    ପ୍ରବଳ ବର୍ଷାରେ କାନ୍ଥ ପଡି ନାବାଳିକା ମୃତ

    ମାଲକାନଗିରି: ପଡିଆ ବ୍ଲକ୍‌ କାଲଦାପାଲି ପଞ୍ଚାୟତ ସୋଡିଗୁଡାରେ ଘର କାନ୍ଥ ପଡି ଜଣେ ନାବାଳିକର ମୃତ୍ୟୁ ହୋଇଛି । ସୂଚନା ମୁତାବକ ମାଲକାନଗିରି ଜିଲ୍ଲାରେ ଲାଗି ରହିଥିବା ବର୍ଷାରେ ଘର କାନ୍ଥଟି ଶୋଇଥିବା ୧୦ ବର୍ଷର ସୁଦାମୀ ମାଡକାମୀ ଉପରେ ଭାଙ୍ଗି...

  • ମାଲକାନଗିରିJul 18, 2017

    ମାଲକାନଗିରି ବନ୍ୟା ପରିସ୍ଥିତି:କାଳିମେଳା -ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

    ମାଲକାନଗିରି:ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହେବା ଫଳରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।ଏମ.ଭି. ନବେ ନଦୀରେ ୫ଫୁଟ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ବନ୍ୟା ଯୋଗୁଁ କାଳିମେଳା ଠାରୁ ମୋଟୁ ମଧ୍ୟରେ ଯୋଗାଯୋଗ...

  • ମାଲକାନଗିରିJul 15, 2017

    ମଟର ସାଇକେଲ ଦୁର୍ଘଟଣାରେ ବିଏସଏଫ୍‌ ଜବାନଙ୍କ ମୃତ୍ୟୁ

    ଚନ୍ଦାହାଣ୍ଡି: ମଟରସାଇକେଲ ଦୁର୍ଘଟଚଣାରେ କମ୍ବିଂ ପାଇଁ ଯାଉଥିବା ଜଣେ ବିଏସଏଫ ଜବାନଙ୍କର ମୃତ୍ୟୁ ଘଟିଛି। ମାଲକାନଗିରିରେ ବାଇକରେ କମ୍ବିଂ ପାଇଁ ଯାଉଥିବା ପ୍ରଦୀପ କୁମାରଙ୍କ ବାଇକ ସାମ୍ନାପଟୁ ଆସୁଥିବା ଅନ୍ୟ ଏକ ବାଇକ ସହ ଧକ୍କା ହୋଇଥିଲା।  ଘଟଣାସ୍ଥଳରେ ଜବାନଙ୍କର ମୃତ୍ୟୁ...

  • ମାଲକାନଗିରିJul 13, 2017

    ମାଲକାନାଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ

    ମାଲକାନାଗିରି: ମାଲକାନାଗିରି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆହତ କରିଛନ୍ତି । ଏଥିରେ ଶହ ଶହ ଜମି ପଟ୍ଟା ଓ କାଗଜପତ୍ର ପୋଡି ନଷ୍ଟ ହୋଇଥିବା ଅନୁମାନ କରାଯାଇଛି ।...

  • ମାଲକାନଗିରିJun 21, 2017

    ପୁଲିସ ଏନକାଉଣ୍ଟରରେ ୨ ମହିଳା ମାଓବାଦୀ ନିହତ, ବିପୁଳ ପରିମାଣରେ ଗୋଳା ବାରୁଦ ଜବତ

    ମାଲକାନଗିରି: ପୁଲିସ ଏନକାଉଣ୍ଟରରେ ୨ ଜଣ ମହିଳା ମାଓବାଦୀ ମୃତ୍ୟୁ ବରଣ  କରିଛନ୍ତିା ନାରାୟଣପୁରର ଧାନୋରା ଥାନା ଅନ୍ତର୍ଗତ ହାସନର ଆବୁଝାମାଡ ଅଞ୍ଚଳରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଓ ଡିଆରଜି ଟିମର ମିଳିତ ଅପରେସନରେ ପୁଲିସକୁ ଏହି ସଫଳତା ମିଳିଛିା ଏହି...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |