• କେନ୍ଦୁଝରAug 16, 2017

    ମୁମୂର୍ଷୁ ଯୁବତୀ ଉଦ୍ଧାର

    ତେଲକୋଇ : ତେଲକୋଇ ଥାନା ଅଧୀନ ଖୁଂଟାପଡା ଗ୍ରାମ ପଞ୍ଚାୟତର କୁଲାଡେରା ମୁଣ୍ଡାସାହି ଛକ ନିକଟରେ ଦୁର୍ଘଟଣାପରେ ରାସ୍ତ ଉପରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଜଣେ ଯୁବତୀଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରିଛନ୍ତି । ଯୁବତତୀ ଜଣଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ...

  • କେନ୍ଦୁଝରAug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • କେନ୍ଦୁଝରAug 09, 2017

    ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

    କଟକ: ପୂର୍ବତନ କେନ୍ଦୁଝର ବିଧାୟକ ସୁବର୍ଣ୍ଣ ନାଏକଙ୍କୁ ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ। ୨ ଲକ୍ଷ ଟଙ୍କାର ଜମାନତ ଦେଇ ଜାମିନରେ ଯିବାକୁ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୨ ଲକ୍ଷ ଟଙ୍କାର ଦୁଇ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯିବେ।...

  • କେନ୍ଦୁଝରAug 09, 2017

    ଆତତାୟୀଙ୍କ ଆକ୍ରମଣରେ ୨ ମୃତ,୨ ଗୁରୁତର

    କେନ୍ଦୁଝର : ମଙ୍ଗଳବାର ରାତିରେ ଅଜଣା ଆତତାୟୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ରଙ୍ଗମାଟିଆ ଗ୍ରାମରେ ମଙ୍ଗଳବାର ରାତିରେ କେତେ...

  • କେନ୍ଦୁଝରAug 02, 2017

    ଏକୋଇଶିଆ ଭୋଜି ଖାଇ ୧୮ଛାତ୍ର ଗୁରୁତର

    ବଡ଼ବିଲ : ବଡ଼ବିଲ ଥାନା ଅନ୍ତର୍ଗତ ହିସାବୁରୁ ଗ୍ରାମରେ ଏକାଇଶିଆ ଭୋଜି ଖାଇ ୧୮ଜଣ ସ୍କୁଲ ପିଲା ଗୁରୁତର ଅସୁସ୍ଥ ହୋଇ ପଡିଛନ୍ତି । ସମସ୍ତଙ୍କୁ ବାନ୍ତି ସହ ମୁଣ୍ଡ ବୁଲାଇବା ଆରମ୍ଭ ହେବାରୁ ସେମାନଙ୍କୁ ବଡ଼ବିଲ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ...

  • କେନ୍ଦୁଝରAug 01, 2017

    ଶ୍ୱଶୁରଙ୍କ ଏସିଡ ମାଡ଼ରେ ବୋହୂ ଗୁରୁତର

     କେନ୍ଦୁଝରଗଡ/କେନ୍ଦୁଝର: ସାମାନ୍ୟ ବଚସାର ବୋହୂ ଉପରକୁ ଏସିଡ ଫିଙ୍ଗି ଶ୍ୱଶୁର ହତ୍ୟା ଉଦ୍ୟମ ନେଇ କେନ୍ଦୁଝର ସଦର ଥାନାରେ ଏକ ଅଭିଯୋଗ ହୋଇଛି । ସଦର ଥାନା ନୂଆଗାଁ ପଞ୍ଚାୟତ ପୋଇପାଣି ଗ୍ରାମର ସମରା ଟୁଡୁଙ୍କ ପୁଅ ସୁରେନ୍ଦ୍ରଙ୍କୁ କେନ୍ଦୁଝର ଟାଉନ...

  • କେନ୍ଦୁଝରJul 30, 2017

    ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର,ଭଦ୍ରକ, ଚାନ୍ଦବାଲି ଓ କେନ୍ଦୁଝର, ଯଶୀପୁରରେ ବଜ୍ରପାତରେ ଏହି ଜୀବନ ଯାଇଛି ।...

  • କେନ୍ଦୁଝରJul 26, 2017

    କାନ୍ଥ ପଡି ବୃଦ୍ଧା ମୃତ

    କେନ୍ଦୁଝର:ବଡବିଲ ମୁନିସପାଲଟି ଅର୍ନ୍ତଗତ ୧୫ନଂ ୱାର୍ଡ ନିବାସୀ ସୀତା ଗାଗରାଇ(୭୦)ନାମକ ଏକ ବୃଦ୍ଧା ମହିଳାଙ୍କ ଉପରେ କାନ୍ଥ ପଡିବା କାରଣରୁ ମୃତ୍ୟୁ ଘଟିଥିବାର ଖବର ମିଳିଛି । ମିଳିଥିବା ଖବର ଅନୁଯାୟୀ ସୀତା ଗତକାଲି ରାତିରେ ତାଙ୍କ ଘରେ ଶୋଇଥିବା ବେଳେ...

  • କେନ୍ଦୁଝରJul 22, 2017

    ମା ବାପା ଝଗଡାରେ ବଳି ପଡିଲା ୧୧ ମାସର ଶିଶୁ ପୁତ୍ର

    କେନ୍ଦୁଝର: ପାରିବାରିକ କଳହକୁ ନେଇ ଏକ କୋମଳମତି ଶିଶୁକୁ ଜୀବନ ହାରିବାକୁ ପଡିଛି । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ହାଣ୍ଡିଆସିଲି ଗାଁରେ ଘଟି ଯାଇଛି । ସୂଚନା ଯୋଗ୍ୟ, ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି...

  • କେନ୍ଦୁଝରJul 20, 2017

    କାନପୁର ଜଳସେଚନ ପ୍ରକଳ୍ପ କାମ ଆରମ୍ଭ

    କେନ୍ଦୁଝର: ଅଟକି ରହିଥିବା କାନପୁର ଜଳସେଚନ ପ୍ରକଳ୍ପ କାମ ପୁଣି ଥରେ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲାପାଳ  ଡ. ଏନ.ତିରୁମାଲା ନାଏକ,ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ,ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ.କୁଳମଣି ବିଶ୍ୱାଳ ଏବଂ ଚମ୍ପୁଆ ଉପ-ଜିଲ୍ଲାପାଳ ଗୌରହରି ବେହେରାଙ୍କ...

  • କେନ୍ଦୁଝରJun 24, 2017

    ଚତୁର୍ଥ ପର୍ଯ୍ୟାୟ ମୋଦି ଫେଷ୍ଟ୍‌ ଆରମ୍ଭ

      ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କ ୩ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି ସକାଶେ ଅନୁଷ୍ଠିତ ହେଉଥିବା ମୋଦି ଫେଷ୍ଟର ଅନ୍ତିମ ତଥା ଚତୁର୍ଥ ପର୍ଯ୍ୟାୟ ଶୁକ୍ରବାରଠାରୁ...

  • କେନ୍ଦୁଝରJun 17, 2017

    ଆତ୍ମସମର୍ପଣ କଲେ ଦୁଇ ଲିଜ୍ ଧାରୀ

    ବାରିପଦା: ଗୋରୁମହିଷାଣୀ ଓ ବାଦାମପାହାଡ଼ ଲୁହାପଥର ଖଣିରୁ ବେଆଇନ ଖଣି ଉତ୍ତୋଳନ ଅଭିଯୋଗ ଥିବା ଦୁଇ ଲିଜ୍ ଧାରୀ ଆଜି ରାଇରଙ୍ଗପୁର ଏସ୍ ଡି ଜେ ଏମ୍ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଜଙ୍ଗଲ ଜମିରେ ଅବୈଧ ଖଣି ଖନନ ଓ...

  • କେନ୍ଦୁଝରJun 16, 2017

    ବିଦ୍ୟୁତ୍ ତାର ଛିଡି ଜଣେ ଯୁବକଙ୍କ ମୃତ୍ୟୁ ଘଟଣା: ଶବ ରଖି ରାସ୍ତା ଅବରୋଧ କଲେ ଉତ୍ତ୍ୟକ୍ତଲୋକେ

    କେନ୍ଦୁଝର: ଗୁରୁବାର ରାତିରେ ବିଦ୍ୟୁତ୍ ଛିଡି ଜଣେ ଯୁବକ ପ୍ରାଣ ହରାଇଥିବା ଘଟଣାକୁ ନେଇ ଆଜି ଆନନ୍ଦପୁର ଅନ୍ତର୍ଗତ ରାମଚନ୍ଦ୍ରପୁର ଛକ ନିକଟସ୍ଥ ୨୧୫ ଜାତୀୟ ରାଜପଥ ନିକଟରେ ରାସ୍ତା ଅବରୋଧ କରାଯାଇଛି । କ୍ଷତିପୂରଣ ଦାବିରେ ରାସ୍ତାରେ ଶବ ରଖି...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |