• ସୁନ୍ଦରଗଡ଼Aug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • ସୁନ୍ଦରଗଡ଼Aug 10, 2017

    ବ୍ରାହ୍ମଣୀ ନଦୀରୁ ଅଜଣା ଯୁବତୀଙ୍କ ଶବ ଉଦ୍ଧାର

    ବଣେଇ: ସୁନ୍ଦରଗଡ ଜିଲା ବଣେଇ ଉପଖଣ୍ଡ ଲହୁଣିପଡା ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ପୋଇଗାଁ ଘାଟରୁ ଏକ ଅଜଣା ଯୁବତୀଙ୍କ ଶବ ଉଦ୍ଧାର ହୋଇଛି।  ଘଟଣାସ୍ଥଳରେ ବଣେଇ ପୁଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କରିଛନ୍ତି। ମୃତ ଯୁବତୀଙ୍କ ପରିଚୟ...

  • ସୁନ୍ଦରଗଡ଼Aug 08, 2017

    ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

    ବଣେଇ : ବଣେଇ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ତୁମକଳାସ୍ଥିତ ଭାସ୍କର ଷ୍ଟିଲ ପ୍ଲାଣ୍ଟ ସାମ୍ନାରେ ଏକ ଲୁହା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି  । ଏହି ଟ୍ର୍ରାକ୍ଟର ଉପରେ ୪ ଜଣ...

  • ସୁନ୍ଦରଗଡ଼Aug 06, 2017

    ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ

      ବଣେଇ: ସୁନ୍ଦରଗଡ଼ ଜିଲ୍ଳା ବଣେଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ହଳଦି ସୁଦର ପଞ୍ଚାୟତ ଅନ୍ତର୍ଗତ ଅନୁଗୋଳ ଗ୍ରାମରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଥିବା ଜଣାପଡିଛି  । ମହୁଲପଦା ଥାନା ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା...

  • ସୁନ୍ଦରଗଡ଼Aug 04, 2017

    ପତ୍ନୀହନ୍ତା ସ୍ୱାମୀ କୋର୍ଟଚାଲାଣ

    ସୁନ୍ଦରଗଡ : ଲେଫ୍ରିପଡ଼ା ଥାନା ଅନ୍ତର୍ଗତ କଦୋମାଲ ଗ୍ରାମର ଜନୈକ ଯୁବକ ନିଜ ନବବିବାହିତା ପତ୍ନୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିବା ଘଟଣା ସମଗ୍ର ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଲେଫ୍ରିପଡ଼ା ପୁଲିସ ପତ୍ନୀ ହନ୍ତା ସ୍ୱାମୀ ବରୁଣ ଧୁରୁଆ(୨୬)ଙ୍କୁ...

  • ସୁନ୍ଦରଗଡ଼Aug 03, 2017

    ତଳସରା ବିଧାୟକଙ୍କ କୁଶପୁତ୍ତଳିକା ଦାହ

    ସୁନ୍ଦରଗଡ଼ : ବାଲିଶଙ୍କରା ବିଜେଡ଼ି ଓ ଯୁବ ବିଜେଡ଼ିର ମିଳିତ ସହଯୋଗରେ ତଳସରା ବିଧାୟକ ଡ. ପ୍ରଫୁଲ୍ଲ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯିବା ସହ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା  । ନିର୍ବାଚିତ ପ୍ରତିନିଧି ହୋଇ ମହିଳାଙ୍କ ଜମିକୁ ଚଞ୍ଚକତା କରିନେବା, ଗୁଣ୍ଡାଗର୍ଦ୍ଦି...

  • ସୁନ୍ଦରଗଡ଼Aug 01, 2017

    ହରଡ଼ଘଣାରେ ତଳସରା ବିଧାୟକ ଡ଼ଃ.ମାଝୀ

    ସୁନ୍ଦରଗଡ଼/ଟାଙ୍ଗରପାଲି : ଦଳ ଓ ଦଳ କର୍ମକର୍ତ୍ତାଙ୍କ ବିରୁଦ୍ଧରେ ବିଭିନ୍ନ ସମୟରେ ଦୋଷାରୋପ କରି ତାଛଲ୍ୟ କରି ଆସୁଥିବା ତଳସରା ବିଧାୟକ ଡ଼ଃ.ପ୍ରଫୁଲ ମାଝୀ ଏବେ ନିଜେ ହରଡ଼ଘଣାରେ ପଡ଼ିଯାଇଛନ୍ତି  । ତାଙ୍କ ଓ ସହଯୋଗୀଙ୍କ ବିରୁଦ୍ଧରେ ଜୈନିକା ମହିଳା ଦୁର୍ବ୍ୟବହାର...

  • ସୁନ୍ଦରଗଡ଼Aug 01, 2017

    କଂଗ୍ରେସ ବିଧାୟକ ପ୍ରଫୁଲ ମାଝିଙ୍କ ନାମରେ ଏତଲା ଦେଲେ ମହିଳା

    ସୁନ୍ଦରଗଡ: ତଳସରାରର କଂଗ୍ରେସ ବିଧାୟକ ଡକ୍ଟର ପ୍ରଫୁଲ ମାଝିଙ୍କ ନାମରେ ଥାନାରେ ମାମାଲା ରୁଜୁ ହୋଇଛି। ଜଣେ ମହିଳା ପ୍ରଫୁଲ ମାଝିଙ୍କ ନାମରେ ଏହି ମାମଲା ରୁଜୁ କରିଛନ୍ତି। ବିଧାୟକ ପ୍ରଫୁଲ ମାଝି ତାଙ୍କ ସମର୍ଥକଙ୍କ ସହ ତାଙ୍କୁ ଗାଳି ଦେବା...

  • ସୁନ୍ଦରଗଡ଼Jul 31, 2017

    ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଛାଡି ଗିରଫ ହେଲେ ଯୁବକ

    ସୁନ୍ଦରଗଡ: ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଛାଡିବା ଅଭିଯୋଗରେ ସୁନ୍ଦରଗଡ ଟାଉନ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ସ୍ବରୂପ କୁମାର ପୁରୋହିତଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।    ସୂଚନା ଯୋଗ୍ୟ, ଜଣେ...

  • ସୁନ୍ଦରଗଡ଼Jul 29, 2017

    ଏକ୍ସପ୍ରେସ ଟ୍ରେନ ଧକ୍କାରେ ହାତୀ ଛୁଆର ମୃତ୍ୟୁ

    ସୁନ୍ଦରଗଡ: ଟ୍ରେନ ଧକ୍କାରେ ହାତୀ ମୃତ୍ୟୁ ଘଟଣା ବଢ଼ିବାରେ ଲାଗିଥିବା ବେଳେ ଏ ଘଟଣା ନେଇ ଉଚ୍ଚତମ ନ୍ୟାୟାଳୟର ନିର୍ଦେଶନାମାକୁ ରେଳ ବିଭାଗ ଉପେକ୍ଷା କରୁଥିବା  ଅଭିଯୋଗ ହୋଇଛି  । ଗତକାଲି ସୁନ୍ଦରଗଡ଼ ବନ ଖଣ୍ଡ ଅନ୍ତର୍ଗତ ହେମଗିର ରେଞ୍ଜ୍‌ର ଘାଗରା ରେଳ...

  • ସୁନ୍ଦରଗଡ଼Jul 28, 2017

    ବିଜେଡି ନେତାଙ୍କ ସମେତ ୫ ଜୁଆଡି ଗିରଫ

    ସୁନ୍ଦରଗଡ : ସୁନ୍ଦରଗଡ ଜିଲା ସଦର ଥାନା ପୁଲିସ ଏକ ଜୁଆ ଆଡା ଉପରେ ଚଢାଉକରି ଶାସକ ଦଳର ଜଣେ ଛାମୁଆ ନେତାଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି  । ଏସପିଙ୍କ ନିର୍ଦ୍ଦେଶରେ ଏହି ଚଢାଉ କରାଯାଇଥିଲା । ଗିରଫ...

  • ସୁନ୍ଦରଗଡ଼Jul 26, 2017

    ପୁରୀ, ଜୟପୁର, ରାଉରକେଲାରେ ନୂଆ ପାଠ୍ୟକ୍ରମ

    ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ୨୦୧୭-୧୮ ଶିକ୍ଷାବର୍ଷଠାରୁ ପୁରୀ ଏସସିଏସ, ଜୟପୁରସ୍ଥିତ ବିକ୍ରମଦେବ ସ୍ୱୟଂଶାସିତ କଲେଜ ଏବଂ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ପ୍ରଦାନ କରିଛି । ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅର୍ଥନୀତି ଓ ଶିକ୍ଷା...

  • ସୁନ୍ଦରଗଡ଼Jul 24, 2017

    ହାତୀ ଆକ୍ରମଣରେ ମହିଳା ମୃତ

    କୁଆଁରମୁଣ୍ଡା: ସୁନ୍ଦରଗଡ ଜିଲାର କଚାରୁ ପଂଚାୟତ ବିଯୁବନ୍ଧ ଗାଁରେ ହାତୀ ଆକ୍ରମଣରେ  ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ ମହିଳା ଜଣଙ୍କ ହେଲେ ୫୦ ବର୍ଷୀୟା ବସୁମତୀ ବଡାଇକ।  

  • ସୁନ୍ଦରଗଡ଼Jul 22, 2017

    ଓଡ଼ିଶା ରାଜପଥ ବିକାଶ ଲାଗି ଗଡ଼କରୀଙ୍କ ଘୋଷଣା

    ରାଉରକେଲା/ଅନୁଗୁଳ : ପାରାଦ୍ୱୀପ ହେବ ସ୍ମାର୍ଟ ବନ୍ଦର । ଏହି ବନ୍ଦର ଓ ପାରାଦ୍ୱୀପ ସହରାଞ୍ଚଳର ବିକାଶ ପାଇଁ ୪୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତୁତ ହୋଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ରାଜପଥ ବିକାଶ ସକାଶେ ଓଡ଼ିଶାକୁ...

  • ସୁନ୍ଦରଗଡ଼Jul 21, 2017

    ଜାତିରୁ ବାସନ୍ଦ ପାଇଁ ମିଳିଲାନି ଚାରିକାନ୍ଧ

    କୋଇଡା: ସୁନ୍ଦରଗଡ ଜିଲା ସୀମାନ୍ତବର୍ତ୍ତୀ ଗଣୁଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି  । ଜାତିରୁ ବାସନ୍ଦ କରିବାରୁ ମଲାପରେ ଚାରିକାନ୍ଧ ମଧ୍ୟ ତାଙ୍କୁ ମିଳିନଥିଲା  । ଗଣୁଆ ଗ୍ରାମରେ ରୁହନ୍ତି ଫଗୁ ପଲେଇଙ୍କ ପରିବାର  । ପରିବାର କହିଲେ ଫଗୁଙ୍କ...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |