• ବାଲେଶ୍ୱରAug 13, 2017

    ଚୋରି ଅଭିଯୋଗରେ ଯୁବକଙ୍କ ମୁହଁରେ ଚୂନକାଳି

    ବାଲେଶ୍ୱର: ସହଦେବଖୁଣ୍ଟା  ଥାନା ଅର୍ନ୍ତଗତ ନୂଆବଜାର ଅଞ୍ଚଳରେ ଚୋରି ଅଭିଯୋଗରେ  ଜଣେ ଯୁବକଙ୍କ ମୁହଁରେ ଚୂନକାଳି ବୋଳିବା ସହ ହାତ ବାନ୍ଧି ତା ଦେହରେ ଚୋର ଲେଖିବା ଭଳି ଅଭାବନୀୟ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ ସାଇକେଲ ଚୋରି...

  • ବାଲେଶ୍ୱରAug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • ବାଲେଶ୍ୱରAug 12, 2017

    ପୁଲିସ ଜାଲରେ ଅନ୍ତଃରାଜ୍ୟ ବାଇକ୍ ଚୋର ଗ୍ୟାଙ୍ଗ, ୧୭ ଗିରଫ ଓ ୬୦ ବାଇକ୍ ଜବତ

      ବାଲେଶ୍ବର: ବାଳେଶ୍ବର ପୁଲିସକୁ ବଡ ଏକ ସଫଳତା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିବା ଅନ୍ତଃରାଜ୍ୟ ବାଇକ୍ ଚୋର ଗ୍ୟାଙ୍ଗକୁ ପୁଲିସ ଗିରଫ କରିଛି। ବାଲେଶ୍ବର ଟାଉନ, ବସ୍ତା, ଜଳେଶ୍ବର, ବାଲିଆପାଳ ଆଦି ବିଭିନ୍ନ ସ୍ଥାନରେ ଚଢାଉ କରି ୧୭...

  • ବାଲେଶ୍ୱରAug 11, 2017

    ଏଟିଏମ୍ ଆଗରେ ଗୁଳିକାଣ୍ଡ ,ଜଣେ ଗୁରୁତର ଆହତ

    ବାଲେଶ୍ଵର:  ଵରହାନଗା ଡାକ୍ତରଖାନା ଆଗରେ ଥିବା ଏଟିଏମ୍ ଆଗରେ ଗୁଳିକାଣ୍ଡ ଘଟିଛି। ଏଥିରେ ବଡ ଗାଁ ପଞ୍ଚାୟତ ପଟଣା ଗାଁର ସତ୍ୟଜିତ ମଲ୍ଲିକ ଗୁରୁତର ହୋଇଛନ୍ତି। ସଂଧ୍ୟା ୬.୧୦ ବେଳେ ଏହି ଗୁଳିକାଣ୍ଡ ଘଟିଛଇ।  ଟୁଟୁ ବାରିକ ନାମକ ଜଣାଶୁଣା ଅପରାଧୀ...

  • ବାଲେଶ୍ୱରAug 11, 2017

    ଚଳନ୍ତା ବାଇକ୍‌ରୁ ସ୍ତ୍ରୀକୁ ଠେଲି ସ୍ୱାମୀ ଅଟକ

    ରେମୁଣା: ଜଣେ ଯୁବକ ସ୍ତ୍ରୀଙ୍କୁ ବାଇକରେ ବସାଇ ନେଉଥିବା ବେଳେ ଜାତୀୟ ରାଜପଥ ଉପରେ ଠେଲି ଦେବା ଅଭିଯୋଗ ହୋଇଥିବା ବେଳେ  ଟ୍ରକ୍‌ ସମ୍ମୁଖରୁ ମହିଳାଜଣକ ଅଳ୍ପକେ ବର୍ତ୍ତିଯିବା ଭଳି  ଘଟଣା ଘଟିଛି ରେମୁଣା ଥାନା ଅଧୀନ ନୂଆଗାଁ ଛକରେ ।...

  • ବାଲେଶ୍ୱରAug 06, 2017

    ୯୨ କେଜି ଗଞ୍ଜେଇ ଜବତ, ଗାଡି ଚାଳକ ଫେରାର

    ବାଲେଶ୍ୱର: ବେଆଇନ ଗଞ୍ଜେଇ ଚାଲଣ ଅଭିଯୋଗରେ ଭୋଗରାଇ ପୁଲିସ ଶନିବାର ବିଳମ୍ବିତ ରାତିରେ ଜଣଙ୍କୁ ଗିରଫ କରିଛି । ଗିରଫ ବେଳେ ୯୨ କେଜି ଗଞ୍ଜେଇ ଜବତ କରିବା ସହ ଚୋରା ଚାଲଣ ହେଉଥିବା ଗାଡିଟିକୁ ପୁଲିସ ଜବତ କରିଛି ।...

  • ବାଲେଶ୍ୱରAug 05, 2017

    ଗାଡି ଧକ୍କାରେ ବାଇକ ଆରୋହୀ ମୃତ, ୧ ଗୁରୁତର

    ବାଲେଶ୍ୱର : ଗୋପାଳପୁର ବ୍ଲକ ଖନ୍ତାପଡା ଥାନା ଅନ୍ତର୍ଗତ ତଳକୁରୁନିଆ ଛକ ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ  ନମକ ରାସ୍ତା ତଳକୁରୁଣିଆ ଛକ ନିକଟରେ...

  • ବାଲେଶ୍ୱରAug 02, 2017

    ମାନବ ରୋବର୍ଟ ପରେ ‘ସ୍ମାର୍ଟ ଚେୟାର’

    ନୀଳଗିରି  : ନୀଳମାଧବ ବେହେରା , ବୟସ ମାତ୍ର ୧୮।  ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ତଥା ଔପଦା ବ୍ଲକ ଅଧୀନ ସନ୍ତରାଗଡ଼ିଆ ନିକଟସ୍ଥ କାନପୁର ଗାଁରେ ଘର  । ମାନବ  ବା ହ୍ୟୁମାନ ରୋବର୍ଟ   ତିଆରି କରି  ରାଜ୍ୟର...

  • ବାଲେଶ୍ୱରJul 30, 2017

    ବଜ୍ରପାତରେ ୧୨ ଜଣଙ୍କର ମୃତ୍ୟୁ

    ଭୁବନେଶ୍ୱର: ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ରବିବାର ୧୨ଜଣଙ୍କ ପ୍ରାଣହାନୀ ଘଟିଛି  । ରବିବାର ମଧ୍ୟାହ୍ନରେ ଘଡ଼ଘଡ଼ି ସହ ବର୍ଷା ଓ ବଜ୍ରପାତ ହେବା ଫଳରେ ଭଦ୍ରକ ଜିଲାରେ ୫ଜଣଙ୍କ ମୃତୁ୍ୟ ଘଟିଛି ।...

  • ବାଲେଶ୍ୱରJul 30, 2017

    ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର,ଭଦ୍ରକ, ଚାନ୍ଦବାଲି ଓ କେନ୍ଦୁଝର, ଯଶୀପୁରରେ ବଜ୍ରପାତରେ ଏହି ଜୀବନ ଯାଇଛି ।...

  • ବାଲେଶ୍ୱରJul 27, 2017

    ସଡକ ଦୁର୍ଘଟଣା, ୨ ମୃତ

    ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଏଲପିଜି ବଟଲିଂ ପ୍ଲାଣ୍ଟ ନିକଟରେ ଟ୍ରକ୍‌ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରକ୍‌ ଚାଳକ ଫେରାର ଅଛନ୍ତି । ମୃତ ଦୁଇ ଜଣ...

  • ବାଲେଶ୍ୱରJul 26, 2017

    ବନ୍ୟା ପରିସ୍ଥିତିରେ ଉନ୍ନତି ; ତଥାପି ଟଳିନାହିଁ ବିପଦ

    ଭୁବନେଶ୍ୱର :  ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲାରେ ବନ୍ୟା ପରିସ୍ଥିତିରେ ଉନ୍ନତି ଘଟିଛି  । ବୈତରଣୀ ନଦୀର ଆନନ୍ଦପୁର ଓ ଆଖୁଆପଦାଠାରେ ବନ୍ୟା ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି  ।  ଆସନ୍ତାକାଲିକୁ ଜଳସ୍ତର ଆହୁରି ହ୍ରାସ ପାଇବାର ସମ୍ଭାବନା...

  • ବାଲେଶ୍ୱରJul 24, 2017

    ମଧୁମିତା ଦାସ ଫକିରମୋହନ ବିଶ୍ୱବିଦ୍ୟାଳୟର କୁଳପତି

      ଭୁବନେଶ୍ୱର : ଫକିରମୋହନ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଡ.ମଧୁମିତା ଦାସ ନିଯୁକ୍ତି ପାଇଛନ୍ତି । ରାଜ୍ୟପାଳ ତଥା କୁଳାଧିପତି ଡକ୍ଟର ଏସ.ସି.ଜମିର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ପ୍ରଫେସର ଥିବା ଡକ୍ଟର ଦାସ...

  • ବାଲେଶ୍ୱରJul 21, 2017

    ଟ୍ରାକ୍ଟର ଓଲଟି ଚାଳକ ମୃତ

    ବାଲେଶ୍ୱର/ନାକଟିଦେଉଳ/ସମ୍ବଲପୁର:: ଖଇରା ବ୍ଳକ ହରିପୁର ପଞ୍ଚାୟତର ତାଳକୁରୁଆ ଗାଁରେ ଏକ ଟ୍ରାକ୍ଟର ଓଲଟି ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସେହି ଗାଁର ଏକ ଜମିରେ ହଳ କରୁଥିବା ବେଳେ କାଦୁଅରେ ଟ୍ରାକ୍ଟର ଚକା ଦବି ଯାଇଥିଲା । କାଦୁଅରୁ...

  • ବାଲେଶ୍ୱରJul 20, 2017

    ସ୍କୁଲ ଲ୍ୟାବରେ ଅଘଟଣ, ୧୦ ଆହତ

    ବାଲେଶ୍ୱର: ବଲିଆ ସରସ୍ୱତୀ ଶିଶୁ ମନ୍ଦିର ସ୍କୁଲରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଜ୍ଞାନ ପରୀକ୍ଷାଗାରରେ ପରୀକ୍ଷଣ କରୁଥିବା ସମୟରେ ସୋଡିୟମ ଗ୍ୟାସ ବିକର ଫାଟିି ୧୦ ଜଣ ବିଦ୍ୟାର୍ଥି ଆହତ ହୋଇଛନ୍ତି ।...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |