• ମୟୁରଭଞ୍ଜAug 13, 2017

    ପିକ୍ଅପ୍ ଓଲଟି ମୃତ୍ୟୁ ଘଟଣା ; ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ୨ଲକ୍ଷ ଟଙ୍କା ଲେଖାଁଏ ସହାୟତା ଘୋଷଣା

      ଭୁବନେଶ୍ଵର/ଖୁଣ୍ଟା : ମୟୂରଭଂଜ ଜିଳ୍ଲା ଗୋପବନ୍ଧୁ ନଗର ବ୍ଲକ ଅନ୍ତର୍ଗତ ଉଦଳା ଥାନା ଅଧୀନ କଳିଆପଦା ନିକଟରେ ପିକ୍ଅପ୍ ଭ୍ୟାନ ଓଲଟି ୫ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରି ସମବେଦନା ଜ୍ଞାପନ କରିଛନ୍ତି। ମୃତକଙ୍କ...

  • ମୟୁରଭଞ୍ଜAug 13, 2017

    ପିକ୍ଅପ୍ ଓଲଟି ୩ ମୃତ, ୪ ଗୁରୁତର

    ଉଦଳା : ଗୋପବନ୍ଧୁ ନଗର ବ୍ଲକ ଉଦଳା ଥାନା ଅଧୀନ କଳିଆପଦା ନିକଟରେ ପିକଅପ  ଓଲଟି  ୨ ମହିଳାଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବିଲରେ ଧାନ ରୋଇବା ପାଇଁ  ୧୫...

  • ମୟୁରଭଞ୍ଜAug 05, 2017

    ହୋମଗାର୍ଡଙ୍କ ଦାଦାଗିରି, ଭାଇରାଲ ହେଲା ଭିଡିଓ

    ବାରିପଦା: ପୂର୍ବରୁ ରାସ୍ତା ଘାଟରେ ପୁଲିସମାନଙ୍କ ଦାଦାଗିରର ଅନେକ ନଜିର ରହିଥିବା ବେଳେ ଏବେ ଏକ ଜନଗହଳି ପୂର୍ଣ୍ଣ ରାସ୍ତା‌ରେ ଜଣେ ହୋମ୍ଗାର୍ଡଙ୍କ ଦାଦାଗିରି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଜଣେ ସାଧାରଣ ଲୋକର ହାତ ବାନ୍ଧି ରାସ୍ତା ମଝିରେ...

  • ମୟୁରଭଞ୍ଜJul 31, 2017

    ବଜ୍ରାଘାତରେ ୪ ଆହତ

    ବାରିପଦା: ରାସଗୋବିନ୍ଦପୁର ଅଞ୍ଚଳର ବଜ୍ରାଘାତରେ ୪ ଜଣ ଆହତ ହୋଇଥିବା ବେଳେ ଜଣେ ଶିଶୁଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଖାଇ ସାରି ଶୋଇଥିବା ବେଳେ ବିଳମ୍ବିତ ରାତିରେ ଘର ଉପରେ ବଜ୍ରପାତ ହୋଇଥିଲା। ଆହତମାନେ ହେଲେ ପିଥ ମାରାଣ୍ଡି(୬୦),...

  • ମୟୁରଭଞ୍ଜJul 30, 2017

    ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୮ଜଣଙ୍କର ମୃତ୍ୟୁ ଘଟିଛି । ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଏମାନଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବାଲେଶ୍ୱର,ଭଦ୍ରକ, ଚାନ୍ଦବାଲି ଓ କେନ୍ଦୁଝର, ଯଶୀପୁରରେ ବଜ୍ରପାତରେ ଏହି ଜୀବନ ଯାଇଛି ।...

  • ମୟୁରଭଞ୍ଜJul 30, 2017

    ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ପକ୍ଷରୁ କଳାହାଣ୍ଡିରେ ରାଜ୍ୟ ସ୍ତରୀୟ ସମାବେଶ

    ଭବାନୀପାଟଣା : ଆଜି ସ୍ଥାନୀୟ ଅମଲା ଭବନ ପରିସରରେ ଓଡିଶା ରାଜ୍ୟ ଅଣଗେଜେଟେଡ୍ କର୍ମଚାରୀ ସମନ୍ୱୟ ସମିତି କଳାହାଣ୍ଡି ଶାଖା ତରଫରୁ ରାଜ୍ୟ ସ୍ତରୀୟ ଗଣଚିନ୍ତନ ଏବଂ କର୍ମଚାରୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶକୁ ରାଜ୍ୟ ଅର୍ଥ ଓ...

  • ମୟୁରଭଞ୍ଜJul 30, 2017

    ଅପହରଣକାରୀ ସନ୍ଦେହରେ ୩ ଯୁବକଙ୍କୁ ପିଟିଲେ ଗ୍ରାମବାସୀ

    ବାରିପଦା: ବାରିପଦା ପୋଖରୀପୁର ଅଞ୍ଚଳରୁ ଏକ ମେସରୁ ଜଣେ ଯୁବତୀଙ୍କୁ ଅପହରଣ ଉଦ୍ୟମ କରିବା ଅଭିଯୋଗରେ ସ୍ଥାନୀୟଲୋକେ ୩ ଜଣ ଯୁବକଙ୍କ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । କାର୍‌ ସହ ଡ୍ରାଇଭରଙ୍କୁ ଗ୍ରାମବସୀ ଅଟକ ରଖିଛନ୍ତି ।...

  • ମୟୁରଭଞ୍ଜJul 28, 2017

    ଛାତ୍ରୀ ନିବାସରେ ଅବ୍ୟବସ୍ଥା, ୬ ଜଣ ଛାତ୍ରୀ ଗୁରୁତର

    ଖୁଣ୍ଟା: ଖୁଣ୍ଟା ଥାନା ଗୋପବନ୍ଧୁ ନଗର ବ୍ଲକ ର ରାଣୀବନ୍ଧ ନୂତନ ସରକାରୀ ହାଇସ୍କୁଲର ବାଳିକା ଛାତ୍ରୀ ନିବାସରେ ଅବ୍ୟବସ୍ଥା ଦେଖାଦେଇଛି। ଶୁକ୍ରବାର ରୋଷେଇ ବନ୍ଦ ରହିଥିବା ବେଳେ ଅର୍ଦ୍ଧା ହାରରେ ଛାତ୍ରୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଛାତ୍ରୀଙ୍କ ସ୍ବାସ୍ଥ୍ୟ...

  • ମୟୁରଭଞ୍ଜJul 23, 2017

    ଡାହାଣୀ ସନ୍ଦେହରେ ମାଆ ଓ ଦୁଇ ଶିଶୁ ପୁତ୍ରଙ୍କୁ ହତ୍ୟା

    ରାଇରଙ୍ଗପୁର: ଏବେ ବି ଅନ୍ଧ ବିଶ୍ୱାସରୁ ମୁକ୍ତି ପାଇ ପାରୁନି ମଣିଷ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ନିଆଁ ଚେଙ୍କ ଚିକିତ୍ସା ଠାରୁ ଆରମ୍ଭ କରି ଡାହାଣୀ ଓ ଗୁଣି ଗାରୋଡ଼ି ସନ୍ଦେହରେ ଅନେକ ନିଷ୍ପାପ ଜୀବନ ଚାଲିଯାଉଛି। ମୟୁରଭଞ୍ଜ ଜିଲ୍ଲାର...

  • ମୟୁରଭଞ୍ଜJul 20, 2017

    ସଡକ ଦୁର୍ଘଟଣାରେ ଜଣେ ମୃତ

    ବାରିପଦା: ବାରିପଦା ଠାରୁ ସାତ କିଲୋମିଟର ଦୂରରେ ଥିବା ଦେବେନ୍ଦ୍ରପୁରରେ ଗୁରୁବାର ସଡକ ଦୁର୍ଘଟଣାରେ ବାଇକ ଚାଲକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ବାଲେଶ୍ୱର ଜ଼ିଲା ବାଲିଆପାଳ ଥାନା ଅନ୍ତର୍ଗତ ରେମୁ ଗ୍ରାମର ଅଜିତ କୁମାର ପାଲ (୩୩) ବୋଲି...

  • ମୟୁରଭଞ୍ଜJul 18, 2017

    ଗାଡି ଧକ୍କାରେ ବାଇକ ଚାଳକ ସମେତ ଆରୋହୀଙ୍କ ମୃତ୍ୟୁ

    ବାରିପଦା:ମଙ୍ଗଳବାର ସକାଳେ ବେତନଟି ଥାନା ଅନ୍ତର୍ଗତ ବେତନଟି - ବଡସାହି ରାସ୍ତାରେ ଯାଉଥିବା ଏକ ବାଇକକୁ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ବାଇକ ଚାଳକଙ୍କ ସମେତ  ଆରୋହୀଙ୍କ ମୃତ୍ୟୁ ଘଟିଛି । ଆଜି ସକାଳେ ବାଇକ...

  • ମୟୁରଭଞ୍ଜJul 18, 2017

    ୨ଟି ଟ୍ରକ ମୁହାଁମୁହିଁ ଧକ୍କା : ୨ମୃତ ,୨ଆହତ

    ବାରିପଦା:ଗତକାଲି ବିଳମ୍ବିତ ରାତ୍ରୀରେ ଠାକୁରମୁଣ୍ଡା   ଥାନା ଅନ୍ତର୍ଗତ ଗୁଡଭଙ୍ଗା ଘାଟି ନିକଟ ଠାକୁରାଣୀ ଶାଳ ଠାରେ ୨ଟି ଟ୍ରକ ପରସ୍ପର ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଉଭୟ ଟ୍ରକର ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ଟ୍ରକରେ ଥିବା...

  • ମୟୁରଭଞ୍ଜJul 17, 2017

    ଛାତ୍ର ବିବାଦରେ ବଳି ପଡିଲେ ବିବେକାନନ୍ଦ

    ରାଇରଙ୍ଗପୁର: ମହାପୁରୁଷ ତଥା ବିଶିଷ୍ଟ ଲୋକଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠାକୁ ନେଇ ସମ୍ପତି ରାଜ୍ୟର ଶିକ୍ଷାନୁଷ୍ଠାନ ମାନଙ୍କରେ ଏକ ପ୍ରକାର ରାଜନୀତି ଦେଖିବାକୁ ମିଳିଛି । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ରାଇରଙ୍ଗପୁର ଅଞ୍ଚଳର ରାଇରଙ୍ଗପୁର ମହାବିଦ୍ୟାଳୟରେ । ମିଳିଥିବା ଖବର...

  • ମୟୁରଭଞ୍ଜJul 15, 2017

    ନୂଆ ମେଡିକାଲ କଲେଜ ସମୀକ୍ଷା

    ଭୁବନେଶ୍ୱର : ରାଜ୍ୟରେ ନିର୍ମାଣାଧୀନ ନୂତନ ମେଡିକାଲ କଲେଜର ଅଗ୍ରଗତି ସମ୍ପର୍କରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି । ସଚିବାଳୟରେ ଏଥିନେଇ ଆୟୋଜିତ ଭିଡିଓକନଫରେନ୍ସିଂ ମାଧ୍ୟମରେ ମନ୍ତ୍ରୀ ଶ୍ରୀ ଜେନା ପଣ୍ଡିତ ବାରିପଦାର ରଘୁନାଥ ମୁର୍ମୁ ମେଡିକାଲ କଲେଜ...

  • ମୟୁରଭଞ୍ଜJul 15, 2017

    ବିଜେଡି କୃଷକ ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ରର କୃଷକ ମାରଣ ନୀତି ବିରୋଧରେ ଆନ୍ଦୋଳନ

    ବାରିପଦା: ବିଜେଡି  କୃଷକ ସାମ୍ମୁଖ୍ୟ ଆନୁକୂଲ୍ୟରେ  କେନ୍ଦ୍ରର କୃଷକ ମାରଣ ନୀତିକୁ ବିରୋଧ କରି ମୟୂରଭଞ୍ଜ ଜିଲାର ଖୁଣ୍ଟା ଓ ଗୋପବନ୍ଧୁନଗର ଦୁଇ ବ୍ଲକ ପକ୍ଷରୁ ଖୁଣ୍ଟା ମିନି ଷ୍ଟାଡିୟମଠାରେ ବିକ୍ଷୋଭ ସହ ଆନ୍ଦୋଳନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଆନ୍ଦୋଳନ ବିଜେଡିର...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |