• ଗଞ୍ଜାମAug 12, 2017

    ଡେଙ୍ଗୁ କବଳରେ ୨୪ ଜିଲା ; ଦୁଇଦିନରେ ୨ଜଣଙ୍କ ମୃତ୍ୟୁ

    ଭୁବନେଶ୍ୱର: ରାଜ୍ୟରେ ଏବେ ସ୍ୱାଇନ୍‌ଫ୍ଲୁ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାବେଳେ ତାକୁ ତାଳଦେଇ ଡ଼େଙ୍ଗୁ ମଧ୍ୟ ବଢ଼ି ଚାଲିଛି । ଇତିମଧ୍ୟରେ ୧୫ଜିଲାରେ ସ୍ୱାଇନ୍‌ଫ୍ଲୁ ନିଜର ସ୍ଥିତି ଜାହିର କରିଥିବାବେଳେ ଡେଙ୍ଗୁ କିନ୍ତୁ ୨୪ ଜିଲାକୁ କବଳିତ କରିସାରିଲାଣି । ଶନିବାର...

  • ଗଞ୍ଜାମAug 08, 2017

    ସମୁଦ୍ରରେ ଗାଧଉଥିବା ବେଳେ ଇଞ୍ଜିନିୟରିଂ ଛାତ୍ର ନିଖୋଜ

      ବ୍ରହ୍ମପୁର :  ସମୁଦ୍ରରେ ଗାଧଉଥିବା ବେଳେ ଗୋଳନ୍ଥରାରେ ଥିବା ନିଷ୍ଟ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ନିଖୋଜ ଛାତ୍ର ଜଣଙ୍କ ତୃତୀୟ ବର୍ଷର ଛାତ୍ର ଭବାନୀ ଶଙ୍କର ଦଳାଇ ବୋଲି ଜଣା ପଡିଛନ୍ତି। ମଙ୍ଗଳବାରରେ କଲେଜର ୯ ଜଣ...

  • ଗଞ୍ଜାମAug 04, 2017

    ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

    ଗଞ୍ଜାମ: ଆଜି ସକାଳ ସାଢେ ୫ଟା ବେଳେ ଆସିକା କରଞ୍ଜେଇ ଛକ ନିକଟରେ ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ ନାରାୟଣ ପଟ୍ଟନାୟକ ଆହତ ହୋଇଛନ୍ତି । ତାଙ୍କ ଡାହଣ ଗୋଡରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ...

  • ଗଞ୍ଜାମAug 03, 2017

    ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ଆହତ, ୧ କୋଟି ଟଙ୍କାର ସୁନା ଅଳଙ୍କାର ଜବତ

    ବ୍ରହ୍ମପୁର: ଭଞ୍ଜନଗରରେ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅଫରାଧି ବାବୁ ନାୟକ ଆଗତ ହୋଇଛି। ପୁଲିସ ଏନକାଉଣ୍ଟରରେ ବାବୁର ଡାହାଣ ଓ ବାମ ଗୋଡରେ ଗୁଳି ବାଜିଛି। ପୂର୍ବରୁ ବାବୁ ନାମରେ ଏକାଧିକ ଡକାୟତି ଓ ଅନ୍ୟ ଅପରାଧିକ ମାମଲା ରହିଥିଲା  ପୋଲିସ...

  • ଗଞ୍ଜାମJul 29, 2017

    କମେଣ୍ଟ ମାରି ଛେଚା ଖାଇଲେ ଦୁଇ ଯୁବକ

    ଗଞ୍ଜାମ: କମେଣ୍ଟ ମାରିବା କାଳ ହେଲା । ଗାଁ ଦାଣ୍ଡରେ ଦୁଇ ଯୁବକକୁ ଲଣ୍ଡା କରି ବିଜୁଳି ଖୁଣ୍ଟରେ ବାନ୍ଧି ପିଟିଲେ ଗ୍ରାମବାସୀ । ଗଂଜାମ ଜିଲା କବିସୂର୍ୟ୍ୟନଗର ଥାନା ଠାରୁ ୫ କିଲୋମିଟର ଦିର ହିନ୍ଦୋଳ ଗ୍ରାମରେ ଏପରି ଅଭାବନୀୟ...

  • ଗଞ୍ଜାମJul 29, 2017

    ପରିବାର ପ୍ରତିପୋଷଣ ପାଇଁ ବିଲରେ ହଳ କଲେ ଛାତ୍ରୀ

    ଗଞ୍ଜାମ: ଦୃଢ ଇଚ୍ଛାଶକ୍ତି ତଥା କଠିନ ପରିଶ୍ରମ ଆଗରେ ସବୁ ବାଧା ବନ୍ଧନ ହାର ମାନିଥାଏ ।ଏହାକୁ କାମରେ କରି ଦେଖାଇଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅର୍ନ୍ତଗତ ସୁରଙ୍ଗି ଗ୍ରାମର ଝିଅ ଶିବାନୀ ଜାନି (୧୭) ।ପିତା ଅଲେଖ ଜାନିଙ୍କର...

  • ଗଞ୍ଜାମJul 29, 2017

    ସବ୍‌ଡିଭିଜନ ମାନ୍ୟତା ଦାବିରେ ଆସିକା ବନ୍ଦ

    ଆସିକା: ସବ୍‌ଡିଭିଜନ ମାନ୍ୟତା ଦାବିରେ ଆଜି ଆସିକାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ପାଳନ କରାଯିବା ସହ ୫୯ ନଂ ଜାତୀୟ ରାଜପଥରେ ଟାୟାର ଜାଳି...

  • ଗଞ୍ଜାମJul 24, 2017

    ନିର୍ବାଚନ ଖର୍ଚ୍ଚରେ ଅନିୟମିତତା: ହାଇକୋର୍ଟରେ ଗଞ୍ଜାମ ଜିଲାପାଳଙ୍କ ମିସ୍‌ କେସ୍‌

    କଟକ: ୨୦୧୪ ସାଧାରଣ ନିର୍ବାଚନ ଖର୍ଚ୍ଚରେ ଗଞ୍ଜାମ ଜିଲାରେ ହୋଇଥିବା ଅନିୟମିତା ମାମଲାରେ ସୋମବାରରେ ଜିଲାପାଳ ହାଇକୋର୍ଟରେ ଏକ ମିସ୍‌ କେସ୍‌ ଦାୟର କରିଛନ୍ତି । ଏଥିସହ ଗତ ୧୮ତାରିଖରେ ହାଇକୋର୍ଟ ଦେଇଥିବା ନୋଟିସକୁ ପ୍ରତ୍ୟାହାର କରିବା ପାଇଁ ଏହି ମାମଲାରେ...

  • ଗଞ୍ଜାମJul 23, 2017

    ଗୋମାଂସ ବୋଝେଇ ଟ୍ରକ ଜାଳିଲେ ଉତ୍ତ୍ୟକ୍ତ ଲୋକେ, ଘଟଣାସ୍ଥଳରେ ଉତ୍ତେଜନା

    ବହ୍ମପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ତୁକାଲି ନିକଟରେ ଗୋମାଂସ ବୋଝେଇ ଟ୍ରକକୁ ସ୍ଥାନୀୟ ଲୋକେ ନିଆଁ ଲାଗାଇ ପୋଡି ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଉତ୍ତ୍ୟକ୍ତଲୋକେ ରାସ୍ତା ରୋକ କରିଛନ୍ତି ।...

  • ଗଞ୍ଜାମJul 23, 2017

    ପୋଖରୀ ଲିଜକୁ ନେଇ ଦୁଇ ଗୋଷ୍ଠୀ ସଂଘର୍ଷ, ୧୪୪ ଧାରା ଜାରି

    ବ୍ରହ୍ମପୁର: ମାଛପୋଖରୀ ଲିଜକୁ ନେଇ ଚିକିଟି ବ୍ଲକର ରାମେୟ ପାଟଣା ଓ ଡଙ୍କଲ ପଡୁ ଗ୍ରାମ ମଧ୍ୟରେ ସଂଘର୍ଷ ହୋଇଛି। ଘଟଣାସ୍ଥଳରେ ପୁଲିସ ମୁତୟନ ରହିବା ସହ ୧୪୪ ଧାରା ଜାରି କରାଯାଇଛି ।          ...

  • ଗଞ୍ଜାମJul 22, 2017

    ରାସ୍ତା କଡରୁ ଅଜଣା ମୃତଦେହ ଉଦ୍ଧାର

    ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ରତନପୁର ଅଞ୍ଚଳ ନିକଟରେ ଥିବା ରିଲିଆନ୍ସ ପେଟ୍ରୋଲ ପମ୍ପ ନିକଟରୁ ଏକ ଅଜଣା ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ମତକଙ୍କ ପରିଚୟ ମିଳି ନାହିଁ । ଘଟଣାସ୍ଥଳରେ ସଦର ପୁଲିସ ପହଞ୍ଚି ମୃତଦେହକୁ...

  • ଗଞ୍ଜାମJul 22, 2017

    ପୁଣି ଅଜଣା ଜନ୍ତୁ ଆତଙ୍କ, ମେଣ୍ଢା ପରେ ଏବେ ଛେଳି ଟାର୍ଗେଟ

    ବ୍ରହ୍ମପୁର: ମେଣ୍ଢା ପରେ ଅଜଣାଜନ୍ତୁ ଟାର୍ଗେଟରେ ଏବେ ଛେଳି । ହିସ୍ରଂ ଅଜଣା ଜନ୍ତୁର ଆକ୍ରମଣରେ ୪ଟି ଛେଳିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୁରୁଣା ବ୍ରହ୍ମପୁର ଅଞ୍ଚଳର ରହୁଥିବା ସନ୍ତୋଷ ମୁର୍ଦୁଙ୍ଗିଆ ଗୁହାଳେ ବନ୍ଧା ହୋଇଥିବା ବେଳେ ହିସ୍ରଂ...

  • ଗଞ୍ଜାମJul 21, 2017

    ଆସିବେ ପ୍ରଧାନମନ୍ତ୍ରୀ ! ଆଇଜର୍‌ର ଶିଳାନ୍ୟାସ

     ବ୍ରହ୍ମପୁର : ବ୍ରହ୍ମପୁରରେ ଖୋଲିଥିବା ଭାରତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ(ଆଇଜର)ର ନିଜସ୍ୱ ସ୍ଥାୟୀ କ୍ୟାମ୍ପସ  ପାଇଁ ଆସନ୍ତା ଡିସେମ୍ବର ମାସରେ ଭିତ୍ତିସ୍ଥାପନ କରାଯିବା ଆପାତତଃ ସ୍ଥିର ହୋଇଛି । ଭିତ୍ତିସ୍ଥାପନ ଉତ୍ସବ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ଡିସେମ୍ବର...

  • ଗଞ୍ଜାମJul 20, 2017

    ସୁନପୁର ବାସୀ ଖୋଳିଲେ ବାହୁଦା ନଦୀ ମୁହାଣ: ନିସ୍କାସନ ହେଲା ବର୍ଷା ଜଳ

    ଚିକିଟି: ବର୍ଷାଦିନେ ବାହୁଦା ଉପକୂଳ ଗ୍ରାମ ଗୁଡିକରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଥାଏ । ଏପରିକି ଲଘୁଚାପ ସୃଷ୍ଟି ହେଲେ ମୁଖ୍ୟତଃ ମୁହାଣ ଦେଇ ବାହୁଦା ଜଳ ନିସ୍କାସନ ହୋଇ ପାରେନାହିଁ । ବାହୁଦା ମୁହାଣ ଉପକୂଳ ସୁନପୁରଠାରୁ ଆରମ୍ଭ କରି...

  • ଗଞ୍ଜାମJul 20, 2017

    ଅସହାୟ ମହିଳାଙ୍କ ଶିଶୁ ପୁତ୍ରର ଅନାହାର ମୃତ୍ୟୁ :କାନ୍ଧରେ ଶବ ଧରି ବୁଲିଲା ପାଗଳୀ ମା’

    ଆସିକା: ଗଞ୍ଜାମ ଜିଲା ଆସିକା ବସ୍‌ଷ୍ଟାଣ୍ଡରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଜଣେ ପାଗଳୀ ମା’ ନିଜର ଦୁଇ ବର୍ଷର ମୃତ ଶିଶୁକୁ ଗତକାଲିଠାରୁ କାନ୍ଧରେ ପକାଇ ଏଣେ ତେଣେ ବୁଲୁଥିବା ଘଟଣା  ହୃଦୟ ବିଦାରକ ଥିଲା...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |