• କୋରାପୁଟAug 11, 2017

    କେବିକେ ଗଲେ ୫୦ ଡାକ୍ତର

    ଭୁବନେଶ୍ୱର: ରାଜ୍ୟର ଦୁର୍ଗମ ଅଞ୍ଚଳରେ କିଭଳି ସରକାରୀ ସ୍ୱାସ୍ଥ୍ୟସେବାକୁ ଜନସାଧାରଣଙ୍କ ନିକଟତର ଓ ଭରସାଯୋଗ୍ୟ କରାଯାଇ ପାରିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଜୁଲାଇରେ ୫୮୧ଜଣ ଆସିଷ୍ଟାଣ୍ଟ ସର୍ଜନଙ୍କୁ ସେମାନଙ୍କ ପସନ୍ଦ ଅନୁଯାୟୀ ନିଯୁକ୍ତି ଦିଆଯାଇଥିବାବେଳେ ସେଥି...

  • କୋରାପୁଟAug 10, 2017

    ତହସିଲଦାରଙ୍କୁ ଛୁରି ଭୂଷିଲା ଗ୍ରାମରକ୍ଷୀ

      କୋରପୁଟ: ଜମି ପଟ୍ଟା ପାଇଁ ଜଣେ ତହସିଲଦାରଙ୍କୁ ଛୁରି ଭୂଷିଛନ୍ତି ଗ୍ରାମରକ୍ଷୀ। ଗ୍ରାମରକ୍ଷୀ ଦାମୁ ଖୋମୁଣ୍ଡିଙ୍କ ଛୁରାଘାତରେ ନନ୍ଦପୁରର ତହସିଲଦାର ସୁବ୍ରତ ପାଣିଗ୍ରାହୀ ଗୁରୁତର ଆହତ ହୋଇଛନ୍ତି। ତହସିଲଦାରଙ୍କ ଡାହାଣପଟ ପେଟ ଓ ଶରୀରର ବିଭିନ୍ନ ଅଂଶରେ ଆଘାତ ଲାଗିଛି। ତାଙ୍କୁ...

  • କୋରାପୁଟAug 08, 2017

    କୋରପୁଟରେ ସରପଞ୍ଚଙ୍କୁ ଗଳାକାଟି ହତ୍ୟାକଲେ ମାଓବାଦୀ

     କୋରାପୁଟ: କୋରାପୁଟର ହାତୀବାରିରେ ଜଣେ ସରପଞ୍ଚଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି।ସରପଞ୍ଚ ଜୋଗରା ଖୋରାଙ୍କୁ ଗତକାଲି ରାତିରେ ୫୦ରୁ ୬୦ ମାଓବାଦୀ ଘରୁଡାକି ନେଇ ଗଳାକାଟି ହତ୍ୟା କରିଛନ୍ତି। ଏହାସହ ଏକ ଜିପ୍‌ ଓ ମଟରସାଇକେଲକୁ ସେମାନେ ପୋଡି ଦେଇଛନ୍ତି।କୋରାପୁଟ ଓ ଶ୍ରୀକାକୁଲମ...

  • କୋରାପୁଟAug 07, 2017

    ଲଜ୍ ରୁ ମିଳିଲା ମୃତଦେହ, ଆତ୍ମହତ୍ୟା ସନ୍ଦେହ

    କୋରାପୁଟ:ଆନ୍ଧ୍ର ପ୍ରଦେଶର ବିଜୟ ନଗର ଅଞ୍ଚଳ ଅର୍ନ୍ତଗତ ଭାଇଟଲା ଲଜରୁ ମା ଓ ପୁଅ ୨ଜଣଙ୍କର ମୃତ ଦେହ ମିଳିଥିବାର ଅଭିଯୋଗ ହୋଇଛି । ମା ଓ ପୁଅ ଲଜରେ ଆତ୍ମହତ୍ୟା କରିଥିବାର ପୁଲିସ ସନ୍ଦେହ କରୁଥିବା ବେଳେ ଉଭୟ କୋରାପୁଟ...

  • କୋରାପୁଟAug 07, 2017

    କୋରାପୁଟରେ ହେବ କଫି ଓ ମସଲା ଚାଷ

    ଭୁବନେଶ୍ୱର : ଏଣିକି କୋରାପୁଟ ଜିଲାରେ କଫି ଓ ମସଲା ଉତ୍ପାଦନ ଉପରେ ସରକାର ଗୁରୁତ୍ୱ ଦେବେ । ଭାରତ ସରକାର ଏସବୁ ସାମଗ୍ରୀର ଉତ୍ପାଦନକୁ ପ୍ରୋତ୍ସାହନ ଯୋଗାଇଦେବା ନିମନ୍ତେ ଚିଠି ଲେଖିଛନ୍ତି । ଏ ସଂକ୍ରାନ୍ତରେ କେନ୍ଦ୍ରରେ ଗତ ମେ...

  • କୋରାପୁଟJul 31, 2017

    ଜବରଦଖଲ ଉଚ୍ଛେଦ, ପ୍ରତିବାଦ କଲେ ସ୍ଥାନୀୟ ବାସିନ୍ଦା

    ସୁନାବେଡା: ସୁନାବେଡାରର ପୁଲିସ କଲୋନୀ ଓ ଗଞ୍ଜାମ କଲୋନୀରେ ଜବରଦଖଲ ଉଚ୍ଛେଦ କରାଯାଇଛି । ପୁଲିସ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରତିବାଦ ପ୍ରଦର୍ଶନ କରିଥିଲେ ।   

  • କୋରାପୁଟJul 31, 2017

    ୪ ଲୁଟେରା ଗିରଫ

    କୋରାପୁଟ: ସିମିଲିଗୁଡାରେ ଡକାୟତି ଗ୍ୟାଙ୍ଗ ଗିରଫ । ଡକାୟତି ଅଭିଯୋଗରେ ସିମିଲିଗୁଡା ପୁଲିସ ଆଜି ୪ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନାମରେ ୪୩୬୦୦ ଟଙ୍କା ଲୁଟ ଅଭିଯୋଗ ହୋଇଥିବା ବେଳେ ଗିରଫ ପରେ ପୁଲିସ ସେମାନଙ୍କଠାରୁ ୨୪୬୨୦ ଟଙ୍କା...

  • କୋରାପୁଟJul 28, 2017

    ଶହୀଦ ସପ୍ତାହ ଆରମ୍ଭ ; କମ୍ବିଂ ଅପରେସନ୍‌ ଜୋରଦାର

    ଭୁବନେଶ୍ୱର: ଶୁକ୍ରବାର ଠାରୁ ଅଗଷ୍ଟ ତିନି ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ଶହୀଦ ସପ୍ତାହ ପାଳୁଛନ୍ତି  । ଲାଲବାହିନୀ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଯାଇ ବନ୍ଦକୁ ସମର୍ଥନ କରିବା ପାଇଁ କୁହାଯାଇଛି  । ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ଗୁଳିରେ...

  • କୋରାପୁଟJul 27, 2017

    ୧ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୮ ଗିରଫ ଓ ୩ ଫେରାର

    ଜୟପୁର: ବେଆଇନ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଜୟପୁର ପୁଲିସ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ୩ ଜଣ ଫେରାର ଅଛନ୍ତି । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ, ବିଭିନ୍ନ...

  • କୋରାପୁଟJul 26, 2017

    ପୁରୀ, ଜୟପୁର, ରାଉରକେଲାରେ ନୂଆ ପାଠ୍ୟକ୍ରମ

    ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ୨୦୧୭-୧୮ ଶିକ୍ଷାବର୍ଷଠାରୁ ପୁରୀ ଏସସିଏସ, ଜୟପୁରସ୍ଥିତ ବିକ୍ରମଦେବ ସ୍ୱୟଂଶାସିତ କଲେଜ ଏବଂ ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ଖୋଲିବାକୁ ଅନୁମତି ପ୍ରଦାନ କରିଛି । ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅର୍ଥନୀତି ଓ ଶିକ୍ଷା...

  • କୋରାପୁଟJul 22, 2017

    ଜମି ପାଇଁ ଗଡିଲା ମୁଣ୍ଡ

    ଜୟପୁର: ଜମି ପାଇଁ ଶନିବାରରେ କୋରାପୁଟ ଜିଲ୍ଲା ଜୟପୁର ନିକଟରେ ଏକ ଅଭାବନୀୟ କାଣ୍ଡ ଘଟିଯାଇଛି। ସଦରଥାନା ଅଞ୍ଚଳର ଗଗନପୁର ଗ୍ରାମ ନିକଟରେ ଥିବା ୮ ଏକରର ଅନାବାଦୀ ଜମି ପାଇଁ ଗୋଟିଏ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଛି। ପଟ୍ଟନାୟକ...

  • କୋରାପୁଟJul 22, 2017

    ସୋମବାର ସୁଦ୍ଧା ୪ ଜିଲା କ୍ଷୟକ୍ଷତି ରିପୋର୍ଟ

    ଭୁବନେଶ୍ୱର :  ପ୍ରବଳ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ଆକଳନ ଲାଗି ୪ ଜିଲାର ଜିଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ସୋମବାର ସୁଦ୍ଧା ଏହି ରିପୋର୍ଟ ସରକାରଙ୍କ ନିକଟରେ ପହଞ୍ଚିବା ଆଶା କରାଯାଉଛି ବୋଲି ସୂଚନା ଦେଇଛନ୍ତି ଉନ୍ନୟନ କମିଶନର...

  • କୋରାପୁଟJul 22, 2017

    କୋରାପୁଟ ଜିଲାର ୪୮ସମବାୟ ସମିତରେ ଆର୍ଥିକ ଅନିୟମିତା

    ଭୁବନେଶ୍ୱର : ଅବିଭକ୍ତ କୋରାପୁଟ ଜିଲାର ୪୮ଟି ବହୁମୁଖୀ ସମବାୟ ସମିତିରେ ଧାନ ସଂଗ୍ରହ ସମୟରେ ବ୍ୟାପକ ଅନିୟମିତତା ହୋଇଥିବା ପ୍ରମାଣିତ ହୋଇଛି । ଏହି ସମସ୍ତ ବହୁମୁଖୀ ସମବାୟ ସମିତି ଯୋଗାଣ ନିଗମ ମାର୍ଗଦର୍ଶିକା ଉଲ୍ଲଘଂନ କରି  ଧାନ ସଂଗ୍ରହ...

  • କୋରାପୁଟJul 21, 2017

    ଦୁଇ ଭଉଣୀଙ୍କ ଅସ୍ୱାଭାବିକ ମୃତ୍ୟୁ

    ବାଲିମେଳା: ଅରକେଲା ଥାନା ଅନ୍ତର୍ଗତ ପିଲାକୁସୁମି ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଦୁଇ ଭଉଣୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟିଥିବାର ଖବର ମିଳିଛି । ଦୁଇ ଭଉଣୀଙ୍କ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ସାପ କାମୁଡା କିମ୍ବା ଖାଦ୍ୟରେ ବିଷକ୍ରିୟା...

  • କୋରାପୁଟJul 18, 2017

    ଋାସ୍ତାରେ ଓହ୍ଲାଇଲା ବିଏସଫର ପୱନହଂସ ହେଲିକାପ୍ଟର

    ଜୟପୁର: ଭୁବନେଶ୍ୱରରୁ କୋରାପୁଟ ଯାଉଥିବା ଏକ ହେଲିକାପ୍ଟର ଖରାପ ପାଗ ଯୋଗୁଁ ରାସ୍ତା ଉପରେ ଜରୁରୀ କାଳୀନ ଅବତରଣ କରିଛିା  ଦଶମନ୍ତପୁରର ବାଦାମଗୁଡା ରାସ୍ତା ଉପରେ ଏହି ହେଲିକାପ୍ଟରଟି ଅବତରଣ କରିଛିା ପ୍ରବଳ ବର୍ଷା ଓ ଖରାପ ପାଗ ଯୋଗୁଁ ହେଲି...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |