• ସମ୍ବଲପୁରAug 17, 2017

    ଲୋକଙ୍କ ସେବା ପାଇଁ ‘ମୁକ୍ତିରଥ‘ ଲୋକାର୍ପିତ

     ସମ୍ବଲପୁର : ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ କୁଚିଣ୍ଡା ଜନସାଧାରଣଙ୍କ ସେବାରେ ନିୟୋଜିତ ପାଇଁ ଏକ ଶବବାହକ ଗାଡି(ମୁକ୍ତିରଥ)ର ଲୋକାର୍ପଣ ହୋଇଛି । ସ୍ୱାଧୀନତା ଦିବସ ଅବସରରେ କୁଚିଣ୍ଡା ମୁକୁନ୍ଦି ପଡିଆରେ ଆୟୋଜିତ ପ୍ୟାରେଡ ଉତ୍ସବରେ ଏହି ‘ମୁକ୍ତି ରଥ’ ଚାବିକୁ...

  • ସମ୍ବଲପୁରAug 17, 2017

    ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ ଘଟି ୩ ଜୀବନ୍ତ ଦଗ୍ଧ

    ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଶାସନ ପାଖ ରାଣୀଖିଣ୍ଡା ଗ୍ରାମର ଗୋଟିଏ ଘରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୩ ଜଣ ନାବାଳକ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ଏହି ଗାଁରେ ଟୁନିଟୁନ୍‌ ଶତପଥୀଙ୍କ ଘରେ ଭଡ଼ା ରହୁଥିବା ନରୋତ୍ତମ ଜଗତଙ୍କ...

  • ସମ୍ବଲପୁରAug 16, 2017

    ‘ନୂଆଁଖାଇ’ ପାଇଁ ଲଗ୍ନ

    ସମ୍ବଲପୁର: ଓଡ଼ିଶାର ପଶ୍ଚିମାଞ୍ଚଳର ମହାନ ଗଣପର୍ବ ‘ନୂଆଁଖାଇ’ ପାଇଁ ଆଜି ଲଗ୍ନ ସ୍ଥିର ହୋଇଛି । ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଅର୍ପଣ ସକାଶେ ପ୍ରଚଳିତ ପରମ୍ପରା ଅନୁଯାୟୀ ଲଗ୍ନ ସ୍ଥିର କରାଯିବା ସକାଶେ ମଙ୍ଗଳବାର ନନେ୍ଦାତ୍ସବ...

  • ସମ୍ବଲପୁରAug 16, 2017

    ନବ ବିବାହିତାଙ୍କ ଆତ୍ମହତ୍ୟା ସନ୍ଦେହ

    ସମ୍ବଲପୁର: ଜୁଜୁମରା ବ୍ଲକ ଅନ୍ତର୍ଗତ ଛାମୁଣ୍ଡା ପଞ୍ଚାୟତର ଡୁମୁରିପଡା ଗ୍ରାମ ନିବାସୀ ର୍ବିଶା କାଣ୍ଡୁଲାନାଙ୍କ ପତ୍ନୀ ଆଶ୍ରୀତା କାଣ୍ଡୁଲାନା(୨୧)ଙ୍କ ମୃତଦେହ ନିକଟସ୍ଥ ଅଞ୍ଚଳରେ ଥିବା ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଛି । ମିଳିଥିବା ଖବର ଅନୁଯାୟୀ ଆଶ୍ରୀତା ଗତ ଅପ୍ରେଲ...

  • ସମ୍ବଲପୁରAug 14, 2017

    ସମ୍ବଲପୁର: ବୁଢାରଜା ପାହାଡର ଶହେ ଫୁଟ ଉପରେ ଉଡିଲା ତ୍ରିରଙ୍ଗା ପତାକା

  • ସମ୍ବଲପୁରAug 14, 2017

    ତୁମକୁ ପାରୁନି ତ ଭୁଲି ..

    ସମ୍ବଲପୁର: ରବିବାର ପୂର୍ବାହ୍ନରେ ସମ୍ବଲପୁର ସାଂସ୍କୃତିକ ସମାଜ ଭବନରେ ଆୟୋଜିତ ହୋଇଥିଲା କାର୍ଯ୍ୟକ୍ରମ ‘ତୁମକୁ ପାରୁନି ତ ଭୁଲି’ । ସାଂସ୍କୃତିକ ଅନୁଷ୍ଠାନ ‘ସମ୍ବର୍ଦ୍ଧନା’ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶାର ସୁନାମଧନ୍ୟ କଳାକାର ତଥା ଅଭିନେତା ସ୍ୱର୍ଗତଃ ଶରତ ପୂଜାରୀଙ୍କୁ ସଂଗୀତ...

  • ସମ୍ବଲପୁରAug 12, 2017

    ସମ୍ବଲପୁରରୁ ଗଡ଼ିଲା ରାଉରକେଲା-ଜମ୍ମୁତୱୀ ଏକ୍ସପ୍ରେସ୍

      ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି।  ରେଳ ମନ୍ତ୍ରାଳୟ ପକ୍ଷରୁ ରାଉରକେଲା-ଜମ୍ମୁତୱୀ-ରାଉରକେଲା ଏକ୍ସପ୍ରେସ୍କୁ ସମ୍ବଲପୁର ପର୍ୟ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଶନିବାର ନୂଆଦିଲ୍ଲୀସ୍ଥିତ ରେଳ ଭବନଠାରେ ଭିଡିଓ କନ୍ଫରେନ୍ସିଂ...

  • ସମ୍ବଲପୁରAug 11, 2017

    ସମ୍ବଲପୁରକୁ ଗଡ଼ିବ ରାଉରକେଲା-ଜମ୍ମୁତୱୀ ଏକ୍ସପ୍ରେସ୍‌ : ଆସନ୍ତାକାଲି ଶୁଭାରମ୍ଭ

    ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବାସିନ୍ଦାଙ୍କ ଦୀର୍ଘ ଦିନର ଦାବି ପୂରଣ ସ୍ୱରୂପ ରେଳ ମନ୍ତ୍ରାଳୟ ପକ୍ଷରୁ ରାଉରକେଲା-ଜମ୍ମୁତୱୀ-ରାଉରକେଲା ଏକ୍ସପ୍ରେସ୍‌କୁ ସମ୍ବଲପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି । ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଶନିବାର ନୂଆଦିଲ୍ଲୀସ୍ଥିତ ରେଳ ଭବନଠାରେ ଭିଡିଓ କନ୍‌ଫରେନ୍ସିଂ...

  • ସମ୍ବଲପୁରAug 11, 2017

    ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୧୨.୨୩ ଫୁଟ୍‌

    ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ଆଜି ଦିନ ତିନିଟା ସୁଦ୍ଧା ୬୧୨.୨୩ ଫୁଟ୍‌ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪୭ହଜାର ୩୩୪ ଘନଫୁଟ୍‌ ଜଳ ପ୍ରବେଶ କରୁଥିବାବେଳେ ସେହି ସମୟ ମଧ୍ୟରେ ବିଭିନ୍ନ କେନାଲ ଓ ପାୱାର ଚ୍ୟାନେଲ...

  • ସମ୍ବଲପୁରAug 10, 2017

    ବୁର୍ଲାରେ ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ ସନ୍ଦେହ

    ବୁର୍ଲା: ଭିମସାରରେ ପ୍ରଥମ ସ୍ବାଇନ୍ ଫ୍ଲୁ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ମୁତାବକ ବରଗଡ ଜିଲା ବରଡୋଲର ଜଳନ୍ଧର ମେହେର (୩୨) ବୁଧବାର ବୁର୍ଲା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା...

  • ସମ୍ବଲପୁରAug 09, 2017

    ଭିମସାର ଚକ୍ଷୁ ବିଭାଗରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

    ସମ୍ବଲପୁର : ଭିମସାର ଚକ୍ଷୁ ବିଭାଗରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା । ତେବେ ଅଗ୍ନିକାଣ୍ଡର ସ୍ୱରୂପ ବଡ ହୋଇନଥିବା ବେଳେ କୌଣସି କ୍ଷୟକ୍ଷତି ଘଟିନାହିଁ । ସର୍ଟସର୍କିଟ ସମ୍ପର୍କରେ ଜାଣିବା ପରେ ବିଭାଗର କର୍ମଚାରୀ ଭିମସାର ଅଗ୍ନିଶମ ବିଭାଗକୁ ଖବର...

  • ସମ୍ବଲପୁରAug 08, 2017

    ହାଏ ମଦଭରି ଆଖି..ଗଲା ଇଶାରାରେ ଡାକି

    ଓଡିଆ ଚଳଚ୍ଚିତ୍ରରେ ଏକ ସ୍ୱତନ୍ତ୍ର ଧାରା ଏବଂ ପରମ୍ପରାର ଆରମ୍ଭ କରିଥିଲେ ଶରତ ପୂଜାରୀ । ଓଡିଆ ଫିଲ୍ମ ଜଗତ ରୋମାଣ୍ଟିକ ହିରୋ ଶରତ ପୂଜାରୀ ତାଙ୍କ ଅନନ୍ୟ ଅଭିନୟ କଳା ବଳରେ ଦର୍ଶକଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି...

  • ସମ୍ବଲପୁରAug 07, 2017

    ମୋତେ ବି ରାକ୍ଷୀ ବାନ୍ଧ

    ସମ୍ବଲପୁର : ପବିତ୍ର ରକ୍ଷାବନ୍ଧନ ଅବସରରେ ସାରା ଦେଶ ଉତ୍ସବମୁଖର ହୋଇଥିବା ବେଳେ ସମ୍ବଲପୁର ସହରରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ । ଏହା ସଦ୍‌ଭାବ ଏବଂ ପବିତ୍ର ସମ୍ପର୍କର ପର୍ବ ହୋଇଥିଲେ ମଧ୍ୟ ମୁଖ୍ୟତଃ ହିନ୍ଦୁ ସମ୍ପ୍ରଦାୟରେ ଏହାର...

  • ସମ୍ବଲପୁରAug 06, 2017

    ସମ୍ବଲପୁର ଦେଇ ଚାଲିବ ରାଜଧାନୀ ଏକ୍ସପ୍ରେସ

      ଭୁବନେଶ୍ୱର: ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଏବେ ଦୁଇଟି ରାଜଧାନୀ ଏକ୍ସପ୍ରେସ୍‌ ଯିବା ଆସିବା କରୁଛି  । ଯଦି ରେଳବାଇ ଷ୍ଟାଣ୍ଡିଂ କମିଟିର ନିଷ୍ପତ୍ତି କାର୍ଯ୍ୟକାରୀ ହୁଏ; ତେବେ ରାଜଧାନୀ ଏକ୍ସପ୍ରେସ୍‌ ସମ୍ବଲପୁର ଦେଇ ଯିବ । ୨ଟି ରାଜଧାନୀ ଏକ୍ସପ୍ରେସରୁ ଗୋଟିଏ ଟ୍ରେନ୍‌...

  • ସମ୍ବଲପୁରAug 06, 2017

    ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୮.୨୩ଫୁଟ

    ସମ୍ବଲପୁର : ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ଦିନ ତିନିଟା ସୁଦ୍ଧା ୧୨ଟା ସୁଦ୍ଧା ୬୦୮.୨୩ଫୁଟ ରହିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୪୬ହଜାର ୩୧୨ ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାୱାର ଚାନେଲ ଓ ବିଭିନ୍ନ କେନାଲ ମାଧ୍ୟମରେ...

Like Us

Breaking News

ସୁନ୍ଦରଗଡ: ବୀରମିତ୍ରପୁର ଯଲଙ୍ଗବିରା ବିଦ୍ୟାଳୟର ଛାତ ମରାମତି ବେଳେ ଛାତରୁ ପଡି ଜଣେ ଶ୍ରମିକର ମୃତ୍ୟୁ ଓ ଅନ୍ୟ ଜଣେ ଆହତ । ସ୍ଥାନିୟ ଅଂଚଳରେ ଉତ୍ତେଜନା। | ଯାଜପୁର/ଅନୁଗୋଳ : ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକର ଜରି ଗ୍ରାମର ଦୁଇ ଝିଅ ଖରସ୍ରୋତା ନଦୀରେ ନିଖୋଜ । ସେହିପରି ତାଳଚେରଠାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ବାଳକ ମୃତ । | ସି-ସୋର ମୁଖ୍ୟ ପ୍ରଶାନ୍ତ ଦାଶଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ । | ସୁନ୍ଦରଗଡ: ସେଲ ଅଧ୍ୟକ୍ଷଙ୍କ ରାଉରକେଲାଗସ୍ତ ସମୟରେ ବିଭିନ୍ନ ଦାବି ନେଇ ବିକ୍ଷୋଭ | ସିସୋର ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ଦାସଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ | ଭୁବନେଶ୍ୱର ଆଇଆଇଟିରେ ଛାତ୍ରୀଙ୍କୁ ପ୍ରଫେସରଙ୍କ ଯୌନ ନିର୍ଯ୍ୟାତନା | ମହିଳା ମାଓବାଦୀଙ୍କ ଆତ୍ମସର୍ମପଣ | କଟକ:ଏସିବିର ବାୟୋକେମିଷ୍ଟ୍ରି ଓ ଫିଜିଓଲୋଜି ବିଭାଗରେ ସଟସର୍କିଟ କାରଣରୁ ଅଗ୍ନୀକାଣ୍ଡ | ‘ଆଉଟଲୁକ’ ପକ୍ଷରୁ କରାଯାଇଥିବା ସର୍ବେକ୍ଷଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରେଷ୍ଠ ପ୍ରଶାସକ ଭାବେ ବିବେଚିତ, ‘ଆଉଟଲୁକ’ ସର୍ବେକ୍ଷଣର ୬ନମ୍ବର ତାଲିକାରେ ଅଛନ୍ତି ନବୀନ ପଟ୍ଟନାୟକ | ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |