• ବ୍ଣହ୍ମପୁରAug 14, 2017

    ଡକାୟତି ଉଦ୍ୟମ ବେଳେ ୬ ଗିରଫ

      ବ୍ରହ୍ମପୁର: ବ୍ରହ୍ମପୁର ଥାନା ଅନ୍ତର୍ଗତ ଏକ ନିରୋଳା ସ୍ଥାନରେ ଡକାୟତି ଯୋଜନା କରୁଥିବା ବେଳେ ୬ଜଣଙ୍କୁ ଟାଉନ ଥାନା ପୁଲିସ ଗିରଫ କରିଛି। ଗିରଫ ବେଳେ ସେମାନଙ୍କଠାରୁ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି। ସେମାନେ ହେଲେ ଶିବରାମ ଜେନା ଓରଫ ଦୀପୁ,...

  • ବ୍ଣହ୍ମପୁରAug 09, 2017

    ଚେନ୍ନାଇରୁ ବ୍ରହ୍ମପୁର ସାଇକେଲ ଯାତ୍ରା

    ବ୍ରହ୍ମପୁର : ଚେନ୍ନାଇରୁ ସାଇକେଲ ଯାତ୍ରାରେ ଆସି ବ୍ରହ୍ମପୁରରେ ପହଞ୍ଚିଥିବା କେ.ହରିହର ଆଚାର୍ଯ୍ୟଙ୍କୁ ଆଜି ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି  । ୭ ଦିନରେ ସେ ଏହି ଦୂରତ୍ୱକୁ ଅତିକ୍ରମ କରି ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି  ।

  • ବ୍ଣହ୍ମପୁରAug 08, 2017

    ଜୁଆ ଆଡ୍ଡାରେ ରେଡ୍‌, ୧୦ ଗିରଫ

    ବହ୍ମପୁର: ଜୁଆ ଆଡ୍ଡା ଉପରେ ଚଢଉ କରି ପୁଲିସ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୦ ହଜାର ଟଙ୍କା ପୁଲିସ ଜବତ କରିଛି । ଘଟଣାସ୍ଥଳରୁ ୯ଟି ବାଇକ ଓ ୧୨ଟି ମୋବାଇଲ ଫୋନ ସହ ଅନ୍ୟାନ୍ୟ...

  • ବ୍ଣହ୍ମପୁରAug 05, 2017

    ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର, ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ

    ବ୍ରହ୍ମପୁର: ପୁଲିସ ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଅଙ୍କୁଲି ଜଳେଶ୍ବରଖଣ୍ଡି ରୋଡ୍ ନିକଟରେ ବ୍ରହ୍ମପୁର ପୁଲିସ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧି ମୁନା ସାହୁ ଓ ରାଧାକୃଷ୍ଣ ସାହୁଙ୍କ ଗୋଡରେ ଗୁଳି ବାଜିଥିଲା। ସେମାନଙ୍କୁ ଗୁରୁତର...

  • ବ୍ଣହ୍ମପୁରAug 04, 2017

    ସ୍ତନ୍ୟପାନ ଦିବସ ଅବସରରେ କଳାକୃତି

    ବ୍ରହ୍ମପୁର: ବିଶ୍ୱ ସ୍ତନ୍ୟପାନ ଦିବସ ଅବସରରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ସାବୁନରେ କଳାକୃତି ପ୍ରସ୍ତୁତ କରି ସଚେତନତା ସୃଷ୍ଟି କରଛନ୍ତି  । ଶିଶୁ ପାଇଁ ମା’କ୍ଷୀର ଅମୃତ  । କିନ୍ତୁ ଆଧୁନିକତାର ଦ୍ୱାହି ଦେଇ ଆଜିର ନାରୀମାନେ ଶିଶୁଙ୍କୁ...

  • ବ୍ଣହ୍ମପୁରJul 21, 2017

    ଆସିବେ ପ୍ରଧାନମନ୍ତ୍ରୀ ! ଆଇଜର୍‌ର ଶିଳାନ୍ୟାସ

     ବ୍ରହ୍ମପୁର : ବ୍ରହ୍ମପୁରରେ ଖୋଲିଥିବା ଭାରତୀୟ ବିଜ୍ଞାନ ଶିକ୍ଷା ଗବେଷଣା ପ୍ରତିଷ୍ଠାନ(ଆଇଜର)ର ନିଜସ୍ୱ ସ୍ଥାୟୀ କ୍ୟାମ୍ପସ  ପାଇଁ ଆସନ୍ତା ଡିସେମ୍ବର ମାସରେ ଭିତ୍ତିସ୍ଥାପନ କରାଯିବା ଆପାତତଃ ସ୍ଥିର ହୋଇଛି । ଭିତ୍ତିସ୍ଥାପନ ଉତ୍ସବ ପାଇଁ ନିର୍ଦ୍ଦିଷ୍ଟ ତାରିଖ ଧାର୍ଯ୍ୟ ହୋଇନଥିଲେ ମଧ୍ୟ ଡିସେମ୍ବର...

  • ବ୍ଣହ୍ମପୁରJul 08, 2017

    ଅଣ୍ଡର ୱାଲର୍ଡ ଲିଙ୍କ୍‌ ସନ୍ଦେହରେ ୪ ବହ୍ମପୁରରୁ ଗିରଫ

    ବହ୍ମପୁର: ମୁମ୍ବାଇର ଅଣ୍ଡର ୱାଲର୍ଡ ଲିଙ୍କ୍‌ ଥିବା ଅଭିଯୋଗରେ ବ୍ରହ୍ମପୁରରୁ ୪ ଜଣଙ୍କୁ ଗିରଫ କରାଯାଇଛି । ଆଜି ଗୋପାଳପୁର ପୁଲିସ ମୁମ୍ବାଇ କ୍ରାଇମ ବ୍ରାଞ୍ଜ ସହଯାଗରେ ଗଞ୍ଜାମର ବିଭିନ୍ନ ସ୍ଥାନରେ ଚଢଉ କରି ସେମାନଙ୍କୁ ଗିରଫ କରିଛି । ଗିରଫ ହୋଇଥିବା...

  • ବ୍ଣହ୍ମପୁରJul 03, 2017

    ରେଳ ଧାରଣରୁ ଦୁଇଟି ମୃତଦେହ ଉଦ୍ଧାର

    ବ୍ରହ୍ମପୁର: ବ୍ରହ୍ମପୁର ସ୍ଥିତ କମାପଲ୍ଲୀ ରେଳ ଧାରଣରୁ ଜଣେ ଯୁବକ ଓ ଜଣେ ବିବାହିତ ମହିଳାଙ୍କ  ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଯୁବକ ଜଣକ ହେଲେ କୃଷ୍ଣନଗର ଲେନର କାଳିଆ ମହାରଣା ଏବଂ ମହିଳା ଜଣଙ୍କ ହେଲେ ଗୋଇଲୁଣ୍ଡି...

  • ବ୍ଣହ୍ମପୁରJul 01, 2017

    ସିବିଆଇ ଜାଲରେ କ୍ୟାସ୍‌ ଓଭରସିୟର

    ବ୍ରହ୍ମପୁର: ବ୍ରହ୍ମପୁର ସୁପରିଟେଣ୍ଡଣ୍ଟ ପୋଷ୍ଟ ଅଫିସ କ୍ୟାସ ଓଭରସିୟର ଶ୍ରୀ ଅଶୋକ କୁମାର ସାହୁଙ୍କୁ ଲାଞ୍ଚ ବେଳେ ସିବିଆଇ ଗିରଫ କରିଛି । ନିଲମ୍ବିତ ହୋଇଥିବା ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଚିନ୍ମୟ ପାତ୍ରଙ୍କୁ ପୁନଃସ୍ଥାପିତ ପାଇଁ କ୍ୟାସ ଓଭରସିୟର ଶ୍ରୀ ସାହୁ...

  • ବ୍ଣହ୍ମପୁରJun 30, 2017

    ରାଜ୍ୟର ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

    ବ୍ରହ୍ମପୁର: ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲାର ପ୍ରଥମ ଡେଙ୍ଗୁ ରୋଗୀକୁ ଚିହ୍ନଟ ହୋଇଛି । ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସୂର୍ଯ୍ୟ ବେହେରା(୨୦)ଙ୍କୁ ବ୍ରହ୍ମପୁର ବଡ଼ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଚଳିତ ବର୍ଷ ଏହା ଜିଲାର ପ୍ରଥମ ଡେଙ୍ଗୁ...

  • ବ୍ଣହ୍ମପୁରJun 30, 2017

    ଗୋପାଳପୁରରେ ଚୋର ଆତଙ୍କ; ୩ ଗୁରୁତର, ୨୫ ହଜାର ଲୁଟ୍‌

    ଗୋପାଳପୁର: ଗୋଳନ୍ଥରା ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଚୋରମାନଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଗତକାଲି ରାତିରେ ଦୁଇଟି ଅଞ୍ଚଳରେ ଚୋରମାନେ ଚୋରି ଉଦ୍ୟମ କରିଥିବା ଜଣାପଡିଛି । ଗୋଳନ୍ଥରା ଥାନା ଅନ୍ତର୍ଗତ ଜାଗପୁର ଗାଁରେ ଜଣଙ୍କ ଘରେ...

  • ବ୍ଣହ୍ମପୁରJun 27, 2017

    ବ୍ରହ୍ମପୁରରେ ଗୋପବନ୍ଧୁ ଭବନ ଓ ପାଠାଗାର ପାଇଁ ଭୂମିପୂଜନ

    ବ୍ରହ୍ମପୁର: ବ୍ରହ୍ମପୁର କର୍ପୋରେସନ ରୋଡରେ  ଗୋପବନ୍ଧୁ ଭବନ ଓ ପାଠାଗାର ପାଇଁ ମଙ୍ଗଳବାରରେ ଭୂମି ପୂଜନ ଅନୁଷ୍ଠିତ ହୋଇଛି। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦୀପକ ମାଲବ୍ୟ, ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ଓ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସମ୍ପାଦକ ଭୀମସେନ ଯାଦବଙ୍କ...

  • ବ୍ଣହ୍ମପୁରJun 26, 2017

    ଗୋପାଳପୁର ବନ୍ଦର ମୁହାଣରେ ଭାସୁଛନ୍ତି ଟନ ଟନ ମଲା ମାଛ

    ବ୍ରହ୍ମପୁର: ଗୋପାଳପୁର ବନ୍ଦର ନିକଟସ୍ଥ ମାଛ ଧରା ମୁହାଣରେ ଟନ୍‌ ଟନ୍‌ ମଲା ମାଛ ଭାସୁଥିବାର ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଜିଲାର ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ଆତଙ୍କିତ କରିଦେଇଛି । ପୂର୍ବରୁ ଥରେ ଏପରି ହୋଇଥିବା ଦେଖିବାକୁ ମିଳିଥିବା ବେଳେ...

  • ବ୍ଣହ୍ମପୁରJun 25, 2017

    ପଞ୍ଚୟତ ସମିତି ସଭ୍ୟକୁ ଗୁଳି ମାଡ

    ବ୍ରହ୍ମପୁର: ଧରାକୋଟ ବ୍ଳକ୍‌ ଅନ୍ତର୍ଗତ କୁଲାର ପଞ୍ଚାୟତ ସମିତିର ବିଜେଡି ସଭ୍ୟଙ୍କୁ ଗୁଳି ମାଡ କରାଯାଇ ଥିବା ଅଭିଯୋଗ ହୋଇଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳି ମାଡ କରାଯାଇ ଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା...

  • ବ୍ଣହ୍ମପୁରJun 24, 2017

    ରଥଯାତ୍ରା ପାଇଁ ୨୭୨ ସ୍ୱତନ୍ତ୍ର ବସ୍‌

    ଭୁବନେଶ୍ୱର : ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯାତ୍ରୀମାନଙ୍କ ସୁବିଧା ପାଇଁ  ରାଜ୍ୟ ସରକାର ପୁରୀକୁ ୨୭୨ଟି ସ୍ୱତନ୍ତ୍ର ବସ୍‌ ଚଳାଚଳ ନିମନ୍ତେ ବ୍ୟବସ୍ଥା କରିଛନ୍ତି  । ସେଥି ମଧ୍ୟରୁ  ୩୦ଟି ସରକାରୀ ଓ ଅବଶିଷ୍ଟ ଘରୋଇ ବସ୍‌...

Like Us

Breaking News

ଗୁଣପୁର: ପ୍ରବଳ ବର୍ଷା ଯୋଗୁଁ ଗୁଣପୁର-ଶ୍ରୀକାକୁଲମ୍‌କୁ ଯୋଗାଯୋଗ ବିଚ୍ଛିନ୍ନ | ସମ୍ବଲପୁର : ଶାସନ ଥାନା ରାଣୀଖିଣ୍ଡା ଗ୍ରାମରେ ରୋଷେଇ ଗ୍ୟାସ ସିଲିଣ୍ଡିର ଫାଟି ୩ ମୃତ | +୨ ସ୍ତରରେ ୧୦ ପ୍ରତିଶତ ସିଟ୍‌ ବୃଦ୍ଧି କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ପତ୍ତି | ସୁନ୍ଦରଗଡ:ରାଉରକେଲା ସେକ୍ଟର -୫ସ୍ଥିତ ଦୀପିକା ଇଂରାଜୀ ବିଦ୍ୟାଳୟରେ ଗଣ୍ଡଗୋଳରେ ଜଣେ ଆହତ | ଭଞ୍ଜନଗର: କଲେଜରୁ ଫେରିଲାବେଳେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ | ମୁଁ ସୁସ୍ଥ ଅଛି , ମୋ ଅସୁସ୍ଥତା ନେଇ ଗୁଜବ ପ୍ରଚାର ଚାଲିଛି : ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଆଜି ଦିଲ୍ଲୀ ଗସ୍ତ ,ଆଇଓସିଏଲ ଓ ପାରାଦୀପ ରିଫାଇନାରୀ ସମ୍ବନ୍ଧରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | ବିଦ୍ୟୁତ୍ ଶୁଳ୍କ ସର୍ମ୍ପକରେ ଓଇଆରସିଙ୍କ ଶୁଣାଣି | ତୁଷରା : ବଲାଙ୍ଗିର ଜିଲା ତୁଷରା ଥାନା କନଷ୍ଟେବଳଙ୍କ ଆତ୍ମହତ୍ୟା । ଥାନା ପରିସରରେ ଥିବା ଏକ କୂଅରେ ରଶି ଲଗାଇ କନଷ୍ଟେବଳ ଜୋସେଫ କିସପୋଟା ଆତ୍ମହତ୍ୟା କରିଛନ୍ତି । | ରାଇରଂଗପୁର : ରାଇରଂଗପୁଲ ଉଚ୍ଚବିଦ୍ୟାଳୟର ଏକ ୮ମ ଶ୍ରେଣୀ ଛାତ୍ର ବିଷ ଖାଇ ଆତ୍ମହତ୍ୟା କରିଛି । ଆତ୍ମହତ୍ୟାର କାରଣ ଜଣାପଡ଼ିନି । ମୃତ ଛାତ୍ରର ଘର ଟାଙ୍ଗାବିଲ ଗ୍ରାମରେ ବୋଲି ଜାଣିବାକୁ ମିଳିଛି । |